ଉଇକିପିଡ଼ିଆ:ଭିଡିଓୱିକି/sandbox

ଭିଡିଓୱିକି/sandbox (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-sandbox.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା ସମ୍ପାଦନା

ଚର୍ମର ଭିତର ସ୍ତରରେ ଜୀବାଣୁ ଜନିତ ପ୍ରଦାହ ହେଲେ ତାହାକୁ ସେଲ୍ୟୁଲାଇଟିସ କୁହାଯାଏ[୧]

 

ପ୍ରଭାବିତ ତନ୍ତୁ ସମ୍ପାଦନା

ଏହା ନିର୍ଦ୍ଦିଷ୍ଟ ଭାବରେ ଡର୍ମିସ ଓ ଚର୍ମତଳ ଚର୍ବିକୁ ପ୍ରଭାବିତ କରେ ।[୧]ଅଳ୍ପ ଦିନ ମଧ୍ୟରେ ସେହି ସ୍ଥାନ ଲାଲ ଦେଖାଯା ଓ ଫୁଲିଯାଏ । [୧]

 

ଲାଲ ଦାଗର ଧାର ତୀକ୍ଷ୍ମ ନୁହେଁ ଓ ଚର୍ମ ଫୁଲିଥାଇପାରେ ।[୧] ଲାଲ ଦାଗକୁ ଚିପିଲେ ଧଳା ହୋଇଯାଏ କିନ୍ତୁ ସର୍ବଦା ନୁହେଁ । [୧]

 
  1. ୧.୦ ୧.୧ ୧.୨ ୧.୩ ୧.୪ Vary, JC; O'Connor, KM (May 2014). "Common Dermatologic Conditions". Medical Clinics of North America. 98 (3): 445–85. doi:10.1016/j.mcna.2014.01.005. PMID 24758956.