ଉଇକିପିଡ଼ିଆ:ଭିଡିଓୱିକି/ସାଧାରଣତନ୍ତ୍ର ଦିବସ
ଭିଡିଓୱିକି/ସାଧାରଣତନ୍ତ୍ର ଦିବସ (Tutorial) | |
---|---|
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-ସାଧାରଣତନ୍ତ୍ର ଦିବସ.webm | |
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ପ୍ରତି ବର୍ଷ ଏହି ଦିନଟିକୁ ଭାରତର ରାଷ୍ଟ୍ରୀୟ ପର୍ବ ରୂପେ ପାଳନ କରାଯାଏ । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।[୧]
ଇତିହାସ
ସମ୍ପାଦନାଇଂରାଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । [୨]
ଆମ ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।
ଗଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରତିକୃତି
ସମ୍ପାଦନାଫାଇଲ:Delhi Republic Day parade, 2018.jpg|ଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡ
ଫାଇଲ:Indian soldiers at the Republic day parade.jpg|ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାରତୀୟ ସୈନ୍ୟ
ଫାଇଲ:The Constitution of India (10th Amendment) Act 1961.pdf|The Constitution of India (10th Amendment) Act 1961
ଫାଇଲ:Soldiers parade on camelback during the Republic Day Parade in New Delhi, India.jpg|ଓଟ ଉପରେ ଭାରତୀୟ ସୈନ୍ୟ
ଫାଇଲ:Members of the India's Border Security Force Dare Devils during the 2015 Republic Day Parade in New Delhi.jpg|ମୋଟର ଉପରେ ଭାରତୀୟ ସେନାବାହିନୀ କୌଶଳ ପ୍ରଦର୍ଶନ
ଫାଇଲ:Float representing the state of Maharashtra at the 2015 Republic Day Parade.jpg|ମହାରାଷ୍ଟ୍ର ରାଜ୍ୟର ପ୍ରତିକୃତ୍ତି
</gallery>
ଆଧାର
ସମ୍ପାଦନା- ↑ "Introduction to Constitution of India". Ministry of Law and Justice of India. 29 July 2008. Retrieved 2008-10-14.
- ↑ "Indian Independence Act 1947". The National Archives, Her Majesty's Government. Retrieved 17 July 2012.