ଉଇକିପିଡ଼ିଆ:ଭିଡିଓୱିକି/ଝାନ୍ସୀ ରାଣୀ
ଭିଡିଓୱିକି/ଝାନ୍ସୀ ରାଣୀ (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ପରିଚୟ
ସମ୍ପାଦନାରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), [୧][୨][୩] ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ ।
ଶିକ୍ଷା
ସମ୍ପାଦନାରାଣୀ ଲକ୍ଷ୍ମୀବାଈ ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
ପ୍ରାରମ୍ଭ ଜୀବନୀ
ସମ୍ପାଦନାଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮[୧][୩][୪][୫] ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା । [୬] ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା ।
ପାରିବାରିକ ଜୀବନ
ସମ୍ପାଦନାଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ । ତାଙ୍କର କୈଣସି ସନ୍ତାନ ନ ଥିଲେ । ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ । ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା ।
ନିଜସ୍ୱ ଜୀବନ
ସମ୍ପାଦନା୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜ ମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳ ନେଇଥିଲେ ।
ପିଲାଦିନ ଏବଂ ଶିକ୍ଷା
ସମ୍ପାଦନାସିଏ ଘରେ ପାଠ ପଢିଥିଲେ । ଏବଂ ଅନ୍ୟମାନଙ୍କଠାରୁ ବହୁତ ଶିଘ୍ର ଶିଖିପାରିଥିଲେ । ସିଏ ବନ୍ଧୁକ ଚଳାଇବା ଏବଂ ଅଶ୍ୱସବାରୀ ମଧ୍ୟ ଶିଖିଥିଲେ ।
ବିବାହ ଜୀବନୀ
ସମ୍ପାଦନାମଣିକର୍ଣୀକା ଝାନ୍ସୀର ମହାରାଜାଙ୍କ Maharaja ସହିତ ବିବାହ କରିଥିଲେ, Raja Gangadhar Newalkar,୧୮୪୨ ମସିହା ମଇ ମାସରେ[୧] ଏବଂ ସିଏ ପରେ ଲକ୍ଷ୍ମୀବାଇ ନାମରେ ପ୍ରସିଧ ହେଇଥିଲେ ।
ମୃତ୍ୟୁ ଏବଂ ପୋଷ୍ୟପୁତ୍ର ଗ୍ରହଣ
ସମ୍ପାଦନାସିଏ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, ତାଙ୍କର ମୃତ୍ୟୁ ଛଅ ମାସ ପରେ ହୋଇଥିଲା । ତାହା ପରେ ମହାରାଜା ଗୋଟେ ପଷ୍ୟପୁତ୍ର ଗ୍ରହଣ କରିଥିଲେ, ତାହାର ନାମ ଥିଲା ଆନନ୍ଦ ରାଓ ପରେ ଦାମୋଦର ରାଓ ନାମରେ ପ୍ରସିଦ୍ଧ ହେଲା । Damodar Rao,
{{clear}
ଲକ୍ଷ୍ମୀବାଈଙ୍କ ଦ୍ୱାରା ବହିସ୍କାର
ସମ୍ପାଦନାସିଏ ଯେତେବେଳେ ଦୁର୍ଗ ବନ୍ଦ ହେବାର ଖବର ପାଇଲେ ସିଏ କାନ୍ଦିପକାଇଲେ । ମାର୍ଚ ୧୮୫୪, ରାଣୀ ଲକ୍ଷ୍ମୀବାଈଙ୍କୁ ଦୁର୍ଗ ଛାଡିବା ବଦଳରେ ୬୦ହଜାର ଟଂକା ବାର୍ଷିକ ଭତ୍ତା ହିସାବରେ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା .[୨]
୧୮୫୭ର ଭାରତ ବିଦ୍ରହ
ସମ୍ପାଦନା୧୮୫୭ ମସିହା ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତାର ପତାକା ଉଡିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ । Indian Rebellion ଆରମ୍ଭ ହେଇଥିଲା Meerut.
ଝାନ୍ସିର ଦୁର୍ଗ
ସମ୍ପାଦନା୧୮୫୭ ମସିହା ଜୁନ ମାସରେ Bengal Native Infantry ଝାନସି ଦୁର୍ଗକୁ ସମ୍ପୁର୍ନ ଭାବରେ ବନ୍ଦ କରା ଯାଇଥିଲା। .[୩]
ମୃତ୍ୟୁ
ସମ୍ପାଦନାଜୁନ ୧୭ ତାରିଖରେ କୋଟା-କି-ସରାହି Phool Bagh