ଉଇକିପିଡ଼ିଆ:ଭିଡିଓୱିକି/ଗାଉଟ

ଭିଡିଓୱିକି/ଗାଉଟ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା

ସମ୍ପାଦନା

ବାତରକ୍ତ ବା ଗାଉଟ ଏକ ପ୍ରକାର ରୋଗ ଯେଉଁଥିରେ ଏକ ଗଣ୍ଠିରେ ବାରମ୍ବାର ପ୍ରଦାହ ହୋଇ ଲାଲ ଦେଖାଯାଏ, ଗରମ ଲାଗେ ଓ ଫୁଲିଯାଏ । [][]

 

ଲକ୍ଷଣ ୧

ସମ୍ପାଦନା

ଯନ୍ତ୍ରଣା ଦୃତ ଗତିରେ ଆରମ୍ଭ ହୋଇ ୧୨ ଘଣ୍ଟା ମଧ୍ୟରେ ସର୍ବାଧିକ ପରମାଣର ହୋଇଯାଏ । [] ପ୍ରାୟ ଅର୍ଦ୍ଧକ ସଂଖ୍ୟକ ରୋଗୀଙ୍କର ପାଦ ବୃଦ୍ଧାଙ୍ଗୁଳିର ମେଟାଟାର୍ସୋଫାଲାଞ୍ଜିଆଲ ଗଣ୍ଠିରେ ଏହି ରୋଗ ଦେଖାଯାଏ । []

 

ଲକ୍ଷଣ ୨

ସମ୍ପାଦନା

ଏହି ରୋଗ ଯୋଗୁ ଟୋଫସ, ବୃକ୍‌କ ପଥର ବା ୟୁରେଟ ନେଫ୍ରୋପାଥି ହୋଇପାରେ । []

 

ରକ୍ତରେ ଅନବରତ ଅଧିକ ୟୁରିକ ଏସିଡ ପରିମାଣ ରହିଲେ ଗାଉଟ ରୋଗ ହୁଏ । [][]

 

ଖାଦ୍ୟ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ବଂଶାନୁକ୍ରମିକ କାରଣ ଯୋଗୁ ଏହି ରୋଗ ହୁଏ । [][] ମାତ୍ରାଧିକ ୟୁରିକ ଏସିଡ ହେଲେ ସ୍ଫଟିକ ବା କ୍ରିସ୍ଟାଲରେ ପରିଣତ ହୋଇ ଗଣ୍ଠି, ପେଶୀ ରଜ୍ଜୁ ଓ ଚତୁର୍ଦ୍ଦିଗରେ ଥିବା ତନ୍ତୁମାନଙ୍କରେ ଜମିଯାଏ । []

 

ନିୟମିତ ମାଂସ ବା ସମୁଦ୍ରି ମାଛ ସେବନ, ବିୟର ପାନ ବା ଅଧିକ ଓଜନ ହୋଇଥିଲେ ସାଧାରଣତଃ ଗାଉଟ ରୋଗ ହୁଏ । [][]

 

ରୋଗ ନିର୍ଣ୍ଣୟ

ସମ୍ପାଦନା

ପ୍ରଭାବିତ ଗଣ୍ଠିର ସାଇନୋଭିଆଲ ତରଳ ପଦାର୍ଥରେ ବା ଗଣ୍ଠି ବାହାରେ ଥିବା ଟୋଫସରେ କ୍ରିସ୍ଟାଲ ମିଳିଲେ ରୋଗ ଥିବା ନିଶ୍ଚିତ ହୁଏ ।[] ରୋଗ ହେଉଥିବା ସମୟରେ ୟୁରିକ ଏସିଡ ସ୍ତର ସାଧାରଣ ଥାଏ । []

 

ଚିକିତ୍ସା

ସମ୍ପାଦନା

କଲଚିସିନ, ସ୍ଟିରଏଡ ବା ଏନଏସଏଆଇଡି ଔଷଧ ଦେଇ ଚିକିତ୍ସା କଲେ ଲକ୍ଷଣ ଉପଶମ ହୁଏ । [][][]

 

ପ୍ରତିଷେଧ

ସମ୍ପାଦନା

ତୀବ୍ର ଲକ୍ଷଣମାନ ଥରେ କମିଗଲେ ଆଲୋପ୍ୟୁରିନଲ ଔଷଧ ଦେଇ ବା ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ କରି ୟୁରିକ ଏସିଡ ସ୍ତର କମେଇବା ସମ୍ଭବ ହୁଏ । [] ଅଧିକ ସ୍ୱଳ୍ପ ଚର୍ବି-ଯୁକ୍ତ ଦୁଗ୍ଧ ଉତ୍ପାଦ ଓ ଜୀବସାର ଗ ଖାଇଲେ ଏହାର ପ୍ରତିଷେଧ ମଧ୍ୟ ସମ୍ଭବ ହୁଏ ।[]

 

ରୋଗାନୁଶୀଳନ ୧

ସମ୍ପାଦନା

ଏହି ରୋଗରେ ଜୀବନରେ କେତେବେଳେ ନା କେତେବେଳେ ପଶ୍ଚିମ ପୃଥିବୀର ୧ରୁ୨% ଜନସଂଖ୍ୟା ଆକ୍ରାନ୍ତ ହୁଅନ୍ତି । [] ଏବେକାର ଦଶକମାନଙ୍କରେ ଏହି ରୋଗ ଅଧିକ ସାଧାରଣ ହୋଇଯାଇଛି । []

ରୋଗାନୁଶୀଳନ ୨

ସମ୍ପାଦନା

ବୟସ୍କ ପୁରୁଷମାନେ ଏ ରୋଗରେ ସାଧାରଣତଃ ଅଧିକ ଆକ୍ରାନ୍ତ ହୁଅନ୍ତି । []

 

ଇତିହାସ

ସମ୍ପାଦନା

ଗାଉଟ ରୋଗ ଇତିହାସରେ ରାଜାଙ୍କ ରୋଗ ବା ଧନୀ ଲୋକଙ୍କ ରୋଗ ଭାବରେ ଜଣାଶୁଣା ଥିଲା ।[][] ଅତି କମ୍‌ରେ ପୁରାତନ ମିଶର ଦେଶରେ ଏହି ରୋଗ ଚିହ୍ନଟ ହୋଇଥିଲା ।[]

 

ପ୍ରସ୍ତୁତକର୍ତ୍ତା

ସମ୍ପାଦନା

ସ୍କ୍ରିପ୍ଟ ଲେଖକ, ଶବ୍ଦ ପ୍ରେରଣ ଓ ଅପଲୋଡ କରିଛନ୍ତି ସୁବାସ ଚନ୍ଦ୍ର ରାଉତ

 
  1. Chen LX, Schumacher HR (October 2008). "Gout: an evidence-based review". J Clin Rheumatol. 14 (5 Suppl): S55–62. doi:10.1097/RHU.0b013e3181896921. PMID 18830092.
  2. ୨.୦ ୨.୧ ୨.୨ ୨.୩ Hui, M; Carr, A; Cameron, S; Davenport, G; Doherty, M; Forrester, H; Jenkins, W; Jordan, KM; Mallen, CD; McDonald, TM; Nuki, G; Pywell, A; Zhang, W; Roddy, E; British Society for Rheumatology Standards, Audit and Guidelines Working, Group. (26 May 2017). "The British Society for Rheumatology Guideline for the Management of Gout". Rheumatology (Oxford, England). 56 (7): e1–e20. doi:10.1093/rheumatology/kex156. PMID 28549177.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Richette P, Bardin T (January 2010). "Gout". Lancet. 375 (9711): 318–28. doi:10.1016/S0140-6736(09)60883-7. PMID 19692116.
  4. Schlesinger N (March 2010). "Diagnosing and treating gout: a review to aid primary care physicians". Postgrad Med. 122 (2): 157–61. doi:10.3810/pgm.2010.03.2133. PMID 20203467.
  5. Beyl Jr, R. N.; Hughes, L; Morgan, S (2016). "Update on Importance of Diet in Gout". The American Journal of Medicine. 129 (11): 1153–1158. doi:10.1016/j.amjmed.2016.06.040. PMID 27452679.
  6. Shekelle, P. G; Newberry, S. J; Fitzgerald, J. D; Motala, A; O'Hanlon, C. E; Tariq, A; Okunogbe, A; Han, D; Shanman, R (2017). "Management of Gout: A Systematic Review in Support of an American College of Physicians Clinical Practice Guideline". Annals of Internal Medicine. 166 (1): 37–51. doi:10.7326/M16-0461. PMID 27802478.
  7. "Questions and Answers about Gout". National Institute of Arthritis and Musculoskeletal and Skin Diseases. June 2015. Archived from the original on 15 January 2016. Retrieved 2 February 2016.
  8. "Rich Man's Disease – definition of Rich Man's Disease in the Medical dictionary". Free Online Medical Dictionary, Thesaurus and Encyclopedia.