ଏହି ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଫଣ୍ଟ ବାବଦୀୟ ନାନାଦି ବୈଷେୟିକ ବିଷୟ ପାଇଁ ନିମିତ୍ତ ।

ୱେବଫଣ୍ଟ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ବ୍ୟବହୃତ ୱେବଫଣ୍ଟମାନ ଖୋଲା ଲାଇସେନ୍ସରେ ବିତରିତ ହୋଇଥାନ୍ତି ।

ଓଡ଼ିଆ ଲୋହିତ ସମ୍ପାଦନା

ଓଡ଼ିଆ ଲୋହିତ ରେଡ଼ହାଟ ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ଖୋଲା ଫଣ୍ଟ । ଏହାର ରକ୍ଷଣାବେକ୍ଷଣା ଓ ସଂସ୍କରଣ ସମ୍ବନ୍ଧୀୟ କାମ ଗିଟରେ ଉପଲବ୍ଧ । ଏହାର ନଗଦ ସଂସ୍କରଣଟି ଫେଡୋରା ୱେବସାଇଟରେ SIL Open Font License, Version 2.0. ଲାଇସେନ୍ସରେ ଡାଉନଲୋଡ଼ ପାଇଁ ଉପଲବ୍ଧ ।

ଉତ୍କଳ ସମ୍ପାଦନା

ଖୋଲା ଫଣ୍ଟ ସମ୍ପାଦନା

ଓଡ଼ିଆ ଓଟି ଜଗନ୍ନାଥ ସମ୍ପାଦନା

ଓଡ଼ିଆ ଓଟି ଜଗନ୍ନାଥ SIL Open Font License, Version 2.0. ରେ ପ୍ରକାଶିତ ଏକ ଖୋଲା ଫଣ୍ଟ । ଏହା ଓଡ଼ିଆ ଲାଙ୍ଗୁଏଜ ଦ୍ୱାରା ପ୍ରକାଶିତ ଓ www.odialanguage.com ୱେବସାଇଟରେ ଡାଉନଲୋଡ଼ ପାଇଁ ଉପଲବ୍ଧ ।

ସମୟକାଳ ସମ୍ପାଦନା

  • ୨୦୧୦ ମଧ୍ୟ: ଏହି ଫଣ୍ଟଟି ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା ।
  • ମାର୍ଚ୍ଚ ୨୯ ୨୦୧୪: ଫଣ୍ଟଟି ଓଡ଼ିଶା ଦିବସ ୨୦୧୪ ପାଳନ ସମୟରେ ବିତରିତ ହୋଇଥିଲା ।
  • ମଇ ୧୨ ୨୦୧୪: "ଡ଼" ଓ "ଢ଼"ରେ ଥିବା ଡିସପ୍ଲେର ଅସୁବିଧା ଏହାର ନିର୍ମାତାଙ୍କ ଦ୍ୱାରା ସୁଧରାଗଲା ।