|
୨୦୦୧ ମସିହା, ଇଂରାଜୀ ଭାଷାରେ ଆରମ୍ଭ ହେଲା
Wikipedia
। ତା'ର ଠିକ ବରଷେ ପରେ ଓଡ଼ିଆ, ଅହମିୟା, ପଞ୍ଜାବୀ ଓ ମାଲାୟାଲାମ ଭାଷାରେ ମଧ୍ୟ ଆରମ୍ଭ ହେଲା ଉଇକିପିଡ଼ିଆ ।
ଆଉ ଆଜି
୮,୭୦୦
ରୁ ଅଧିକ ଓଡ଼ିଆ ପ୍ରସଙ୍ଗରେ ଭରା ଓଡ଼ିଆ ଉଇକିପିଡ଼ିଆ ।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଥିରେ ଲେଖୁଥିବା, ସମ୍ପାଦନା କରୁଥିବା ସଭିଏଁ ହେଲେ
ସ୍ୱେଚ୍ଛାସେବୀ!
|
ଓଡ଼ିଆ ଉଇକିପିଡ଼ିଆର ୧୩ଶ ଜନ୍ମତିଥି ୩ ଜୁନ ୨୦୧୫ । ସନ୍ଧ୍ୟା ୫.୩୦ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ଵର
#ଉଇକି୧୩
...........................................
କାର୍ଯ୍ୟକ୍ରମ ...........................................
ଯୋଗ ଦିଅନ୍ତୁ ...........................................
ପୁରୁଣା ଜନ୍ମଦିନ ...........................................
ଉଇକି ଅନୁଚିନ୍ତା ...........................................
ଯୋଗାଯୋଗ
|
ଆପଣ ଓଡ଼ିଆ ଭାଷାର ଏହି ଆନ୍ଦୋଳନରେ କିପରି ସହଯୋଗ କରିପାରିବେ ?
- ଉଇକିପିଡ଼ିଆ
- ଉଇକିଅଭିଧାନ
- ଉଇକିପାଠାଗାର
- ଉଇକିଢଗଢମାଳି