ଉଇକିପିଡ଼ିଆ:ଜନ୍ମତିଥି/୧୩
(ଉଇକିପିଡ଼ିଆ:ଜନ୍ମତିଥି/୧୩/୨ରୁ ଲେଉଟି ଆସିଛି)
ନିର୍ଘଣ୍ଟ
୨୦୧୫ ଜୁନ ୩ ତାରିଖ
ସଞ୍ଜ ୫:୩୦-୫:୪୫
ନାମଲେଖା ଓ ଆସନ ଗ୍ରହଣ
ଶିକ୍ଷଣ ପୁସ୍ତିକା ବିତରଣ
ସଞ୍ଜ ୫:୪୫-୫:୫୦
ସଭାର ସବିଶେଷ ସୂଚନା (ଡା. ସୁବାସ ଚନ୍ଦ୍ର ରାଉତ)
ସଞ୍ଜ ୫:୫୦-୬:୧୦
ବିବରଣୀ ପାଠ (ସୁଭାସିସ ପାଣିଗାହି)
ସଞ୍ଜ ୬:୧୦-୬:୨୦
ଅତିଥିମାନଙ୍କୁ ମଞ୍ଚପରେ ଆମନ୍ତ୍ରଣ
ଅତିଥି ପରିଚୟ ପ୍ରଦାନ (ଶୁଭ୍ରାଂଶୁ ପଣ୍ଡା)
ସଞ୍ଜ ୬:୨୦-୬:୪୦
ଭାଷା ପ୍ରକ୍ରିୟାକରଣରେ ଓଡ଼ିଆ ଉଇକିପିଡ଼ିଆର ଉପଯୋଗିତା (ଡ. ରଜତ ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଓଡ଼ିଶା)
ସଞ୍ଜ ୬:୪୦-୭:୦୦
ଓଡ଼ିଆ ଏନକୋଡ଼ିଙ୍ଗ କନଭର୍ଟର (ହରିରାମ ପାନସାରି, ନାଲକୋ)
ସଞ୍ଜ ୭:୦୦-୭:୧୫
ଉଇକିଆଳିଙ୍କୁ ପୁରସ୍କାର ବିତରଣ (ପରିଚାଳନା: ମୃତ୍ୟୁଞ୍ଜୟ କର)
ସଞ୍ଜ ୭:୦୦-୭:୧୫
☕ ଚା-ଜଳଖିଆ
ଯୋଗାଯୋଗ
ସ୍ଥାନ:
ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର
ମୋବାଇଲ:
7537097770
ଇମେଲ:
odiawiki gmail.com
ଟୁଇଟର:
@odiawiki
ଫେସବୁକ:
fb.com/groups/odiawiki
- ଏହି କାର୍ଯ୍ୟକ୍ରମର ପରିଚାଳନା ବାବଦରେ ଜାଣିବା, ଭାଗନେବା ଅଥବା ଗମନାଗମନ ପାଇଁ ସାହାଯ୍ୟ ଚାହୁଁଥିଲେ "/ପରିଚାଳନା" ପୃଷ୍ଠାଟି ଦେଖନ୍ତୁ ।
ଉଇକିମିଡ଼ିଆ କମନ୍ସରେ Odia_Wikipedia 13
ବାବଦରେ ମାଧ୍ୟମ ରହିଛି ।