ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୪-୨୦୧୫/୨

ଏହି ପ୍ରକଳ୍ପଟି ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୧୪-୨୦୧୫ ଶିକ୍ଷାବର୍ଷର ଓଡ଼ିଆ ଗଣମାଧ୍ୟମ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଏହି କର୍ମଶାଳାଟି ଫେବୃଆରୀ ୧୦ ତାରିଖରେ ହୋଇଥିଲା ।

କର୍ମଶାଳାର ରୂପରେଖ:

  • ଓଡ଼ିଆ ଉଇକିପିଡ଼ିଆର ନୀତିନିୟମ ଓ ସମ୍ପାଦନା
  • ଲ୍ୟାବରେ ବିଭିନ୍ନ ଉଇକିପିଡ଼ିଆ ପ୍ରସଙ୍ଗର ସମ୍ପାଦନା

ପରିଚାଳନା ସମ୍ପାଦନା

ଅଂଶଗ୍ରହଣ ସମ୍ପାଦନା

ବିବରଣୀ ସମ୍ପାଦନା

ଅସୁବିଧା ଓ ସମାଧାନ ସମ୍ପାଦନା