ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଖର୍ଚ୍ଚ ବିବରଣୀ

  • ମୋଟ ଥିଲା - ୩୮୭୬୦ + ୧୧୨୪୦ = ୫୦୦୦୦
କାର୍ଯ୍ୟ ପରିମାଣ ବିବରଣୀ
ହଲ ବୁକିଂ ୪୫୦୦ ୪୫୦୦କୁ ଛାଡ଼ି ୨୫୦୦ ଅଗ୍ରୀମ ଦିଆଯାଇଥିଲା ଯାହା ପରେ ଫେରିପାଇବେ
ପ୍ରଥମ ଦିନ ଖାଇବା ଅଗ୍ରୀମ ୫୦୦୦ (ଏଇଥିରୁ ୩୮୦ ଦୁଇଟି ବହି ପାଇଁ ଖର୍ଚ୍ଚ ହେଇଛି)
ମାନପତ୍ର ୯୦୦ ୧୫୦ ଗୋଟାକ ପ୍ରତି, ୬ଟି
----------- ୮୪୦ ଅନ୍ୟାନ୍ୟ
ସିଡି କିଣିବା ପାଇଁ ୧୫୦୦ -
ବହି ୨୬୭୫+୪୦୦ -
ପେନ ୧୨୦ -
ପ୍ରଥମ ଦିନ ମଧ୍ୟାହ୍ନ ଭୋଜନ ଓ ଜଳଖିଆ ୧୦୪୦୦+୫୦୦ ("ଖାଇବା ବଢା ବଢି, ଅଟୋ ରେ ନେବା ଆଣିବା, ପ୍ଳେଟ, ପାଣି" କୁ ମିଶାଇ; ଅଗ୍ରୀମ ୫୦୦୦ କୁ ମିଶେଇ ୧୫୪୦୦+୫୦୦)
ଦ୍ଵିତୀୟ ଦିନ ଭୋଜନ ଓ ଜଳଖିଆ ୫୦୪୦ -
ଗେଷ୍ଟ ହାଉସରେ ଥିବା ଉଇକିଆଳିଙ୍କ ରାତି ଖାଇବା ୩୦୦ -
ସେଲୋ ଟେପ ଓ ପ୍ରେସ ରିଲିଜ ପ୍ରିଣ୍ଟିଙ୍ଗ ୧୨୦ -
ଫ୍ଲେକ୍ସ ୪୮୦ -
ସିଡି ଷ୍ଟିକର, ପୁସ୍ତିକା, ବ୍ୟାଜ ୧୭୫୫ -
ହଷ୍ଟେଲ ୨୫୦୦* (ନିର୍ଦ୍ଧିଷ୍ଟ ହୋଇନାହିଁ)
ଫୁଲ ୪୦୦ -
ଅଟୋ, ପାଣି, ପ୍ରିଣ୍ଟ, ପ୍ରୋଜେକ୍ଟର ୭୧୫ -
------- ୧୬୦୦ ଏବେ ବଳକା (ପରେ ବଦଳିପାରେ)

ଯାତାୟାତ ଖରଚ

ନାମ ପରିମାଣ ବିବରଣୀ
IIMC ପିଲା ୩୩୦୦ ୩୦୦ ଜଣ ପ୍ରତି
ଅନ୍ୟ ଉଇକିଆଳି ୬୯୫୦ (ଆହୁରି ୩୦୦୦ ଦିଆଯାଇନାହିଁ)

ଏବେ ଯାଏ ମୋଟ - ୧୧୨୪୦+୩୭୧୫୫


କାମ ବାକି ଅଛି-

  • ଯାତାୟାତ - ୩୦୦୦
  • ପେନଡ୍ରାଇଭ -
  • ପୋଷ୍ଟ/କୋରିଅର -
କୌଣସି ଖର୍ଚ୍ଚ ବାବଦରେ ସଂପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁଥିଲେ ଆଲୋଚନା ସଭାରେ ପଚାରନ୍ତୁ ।