ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଖର୍ଚ୍ଚ ବିବରଣୀ
- ମୋଟ ଥିଲା - ୩୮୭୬୦ + ୧୧୨୪୦ = ୫୦୦୦୦
କାର୍ଯ୍ୟ | ପରିମାଣ | ବିବରଣୀ |
---|---|---|
ହଲ ବୁକିଂ | ୪୫୦୦ | ୪୫୦୦କୁ ଛାଡ଼ି ୨୫୦୦ ଅଗ୍ରୀମ ଦିଆଯାଇଥିଲା ଯାହା ପରେ ଫେରିପାଇବେ |
ପ୍ରଥମ ଦିନ ଖାଇବା ଅଗ୍ରୀମ | ୫୦୦୦ | (ଏଇଥିରୁ ୩୮୦ ଦୁଇଟି ବହି ପାଇଁ ଖର୍ଚ୍ଚ ହେଇଛି) |
ମାନପତ୍ର | ୯୦୦ | ୧୫୦ ଗୋଟାକ ପ୍ରତି, ୬ଟି |
----------- | ୮୪୦ | ଅନ୍ୟାନ୍ୟ |
ସିଡି କିଣିବା ପାଇଁ | ୧୫୦୦ | - |
ବହି | ୨୬୭୫+୪୦୦ | - |
ପେନ | ୧୨୦ | - |
ପ୍ରଥମ ଦିନ ମଧ୍ୟାହ୍ନ ଭୋଜନ ଓ ଜଳଖିଆ | ୧୦୪୦୦+୫୦୦ | ("ଖାଇବା ବଢା ବଢି, ଅଟୋ ରେ ନେବା ଆଣିବା, ପ୍ଳେଟ, ପାଣି" କୁ ମିଶାଇ; ଅଗ୍ରୀମ ୫୦୦୦ କୁ ମିଶେଇ ୧୫୪୦୦+୫୦୦) |
ଦ୍ଵିତୀୟ ଦିନ ଭୋଜନ ଓ ଜଳଖିଆ | ୫୦୪୦ | - |
ଗେଷ୍ଟ ହାଉସରେ ଥିବା ଉଇକିଆଳିଙ୍କ ରାତି ଖାଇବା | ୩୦୦ | - |
ସେଲୋ ଟେପ ଓ ପ୍ରେସ ରିଲିଜ ପ୍ରିଣ୍ଟିଙ୍ଗ | ୧୨୦ | - |
ଫ୍ଲେକ୍ସ | ୪୮୦ | - |
ସିଡି ଷ୍ଟିକର, ପୁସ୍ତିକା, ବ୍ୟାଜ | ୧୭୫୫ | - |
ହଷ୍ଟେଲ | ୨୫୦୦* | (ନିର୍ଦ୍ଧିଷ୍ଟ ହୋଇନାହିଁ) |
ଫୁଲ | ୪୦୦ | - |
ଅଟୋ, ପାଣି, ପ୍ରିଣ୍ଟ, ପ୍ରୋଜେକ୍ଟର | ୭୧୫ | - |
------- | ୧୬୦୦ | ଏବେ ବଳକା (ପରେ ବଦଳିପାରେ) |
ଯାତାୟାତ ଖରଚ
ନାମ | ପରିମାଣ | ବିବରଣୀ |
---|---|---|
IIMC ପିଲା | ୩୩୦୦ | ୩୦୦ ଜଣ ପ୍ରତି |
ଅନ୍ୟ ଉଇକିଆଳି | ୬୯୫୦ | (ଆହୁରି ୩୦୦୦ ଦିଆଯାଇନାହିଁ) |
ଏବେ ଯାଏ ମୋଟ - ୧୧୨୪୦+୩୭୧୫୫
କାମ ବାକି ଅଛି-
- ଯାତାୟାତ - ୩୦୦୦
- ପେନଡ୍ରାଇଭ -
- ପୋଷ୍ଟ/କୋରିଅର -
କୌଣସି ଖର୍ଚ୍ଚ ବାବଦରେ ସଂପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁଥିଲେ ଆଲୋଚନା ସଭାରେ ପଚାରନ୍ତୁ ।