ଉଇକିପିଡ଼ିଆ:ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୪

ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୪

ଏହି ସମ୍ପାଦନାରେ ଭାରତୀୟ/ଦକ୍ଷିଣ ଏସୀୟ ଭାଷା ଉପରେ ସମ୍ପୂର୍ଣ୍ଣ ପ୍ରସଙ୍ଗ ରହିବ

ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି


ଏହି ସମ୍ପାଦନାରେ ଓଡ଼ିଶାର ୨୧ଟି ଭାଷା ଏବଂ ଭାରତର ୭୫୦ଟି ଭାଷା ସମେତ ଦକ୍ଷିଣ ଏସୀୟ ଭାଷା ଉପରେ ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ଓ ପୁରୁଣା ପ୍ରସଙ୍ଗର ଉନ୍ନତି କରଣ ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି

ଏହି ଗଣସମ୍ପାଦନାରେ ସମୁଦାୟ ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ସମ‌ୟସୀମା

ସମ୍ପାଦନା

୨୦୨୪ ନଭେମ୍ବର ୧୫ - ଡିସେମ୍ବର ୩୧ ତାରିଖ

  1. ପୁରୁଣା କିମ୍ବା ନୂଆ ଲେଖାରେ ପାଖାପାଖି ୩୦୦୦ ବାଇଟ ଓ ଅତିକମ୍‌ରେ ୩୦୦ ଶବ୍ଦ ରହିବା ଆବଶ୍ୟକ ।
  2. ଲେଖାଟି ମେସିନ ଅନୁବାଦ ହୋଇନଥିବା ଆବଶ୍ୟକ ।
  3. ଲେଖାର ତିଆରି କିମ୍ବା ସମ୍ପ୍ରସାରଣ ନଭେମ୍ବର ୧୫ - ଡିସେମ୍ବର ୩୧ ତାରିଖ ମଧ୍ୟରେ ହୋଇଥିବ ।
  4. ଲେଖାଟି ଭାଷା ସମ୍ବନ୍ଧିୟ ପ୍ରସଙ୍ଗ ହେବା ଆବଶ୍ୟକ ।
  5. ଲେଖାରେ କୌଣସି ସତ୍ତ୍ୱାଧିକାର ଉଲ୍ଲଂଘନ ହୋଇନଥିବ ଏବଂ ଏହା ଉଲ୍ଲେଖନୀୟ ହୋଇଥିବ । ଏହା ଉଇକିପିଡ଼ିଆ ନୀତି ଅନୁସାରେ ଥିବ ଏବଂ ସଠିକ ଆଧାର ଯୋଡ଼ା ହୋଇଥିବ ।
  6. ଲେଖାଟି ସମ୍ପୂର୍ଣ୍ଣ କରିବା ପରେ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବା ଆବଶ୍ୟକ ।

ପୁରସ୍କାର

ସମ୍ପାଦନା

ନିଜ ପ୍ରସଙ୍ଗ ପ୍ରତିଯୋଗିତା ତାଲିକାରେ ଯୋଡ଼ନ୍ତୁ

ସମ୍ପାଦନା

ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ଉନ୍ନତି କରିସାରିବା ପରେ ତାକୁ ଉପର ବଟନରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ଯୋଗାଯୋଗ

ସମ୍ପାଦନା

ଗଣ-ସମ୍ପାଦନା ଶେଷ ହେବାପରେ, ଏହାର ଫଳାଫଳ ଯୋଡ଼ାଯିବ ।