ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଭାରତ

ଉଇକିପ୍ରକଳ୍ପ ଭାରତ କୁ ଆପଣଙ୍କୁ ସ୍ଵାଗତ । ଏହି ପ୍ରକଳ୍ପଟି ଓଡିଆ ଉଇକିପିଡିଆରେ ଭାରତ ଓ ଭାରତୀୟ ମାନଙ୍କ ସମ୍ପର୍କିତ ଲେଖା ଗୁଡିକର ବିକାଶ ଏବଂ ବିସ୍ତାର ପାଈଁ ତିଆରି କରାଯାଉଛି । ଏହି ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ଗୁଡିକୁ ତଳେ ଲେଖାଯାଇଥିବା ୩ ଭାଗରେ ବିଭକ୍ତ କରାଯାଇଛି ।

  • ଭାରତ ସହ ସମ୍ପର୍କିତ ଲେଖା ଗୁଡିକରେ ଅଧିକ ସୂଚନା ଯୋଡିବା ଓ ଏହାକୁ ଉନ୍ନତ କରିବା ।
  • ଉଇକିପିଡିଆରେ ଭରତ ଓ ଏହା ସମ୍ବନ୍ଧିତ ଲେଖା ଗୁଡିକର ଗୁରୁତ୍ଵ ବଢାଇବା ।
  • ଲେଖା ଗୁଡିକର ଶୁଦ୍ଧତା ଯାଞ୍ଚ କରିବା ।