ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ ୨

ପ୍ରିୟ ଉଇକିଆଳି ବନ୍ଧୁଗଣ,
ଉଇକିପିଡିଆରେ ଆବଶ୍ୟକୀୟ ଚିତ୍ର, ଫୋଟ, ଭିଡିଓରେ ଭରିବା ପାଇଁ ଏହା ତୃତୀୟ ଅଭିଯାନ । ଏହା ପୂର୍ବରୁ ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆଉଇକିପିଡ଼ିଆକୁ ଭଲପାଏ ଭୁବନେଶ୍ଵର (ଅକ୍ଟୋବର) କାର୍ଯ୍ୟକାରୀ ହୋଇସାରିଛି । ପୂର୍ବ କାର୍ଯ୍ୟକ୍ରମ ଗୁଡିକ ଯୋଗୁଁ ନୂଆ ଉଇକି ଲେଖା ପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନଥିଲା । କିନ୍ତୁ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆ ଯେଉଁ ଗତିରେ ସମ୍ପ୍ରସାରିତ ହେଉଛି ତାହାକୁ ଆଖି ଆଗରେ ରଖି ଏକ ନୂତନ ପ୍ରଳକ୍ପ ପାଇଁ ଆଲୋଚନା କରଯାଇଥିଲା । ସେହି ଆଲୋଚନା ଅନୁସାରେ ଏହି ନୂତନ ପ୍ରକଳ୍ପଟି ଆରମ୍ଭ କରାଯାଉଛି ।

  • ସହାୟକ ପ୍ରତିଷ୍ଠାନ: ସୃଜନିକା

ଅବଶ୍ୟକୀୟ ଫୋଟ/ଚିତ୍ର/ଭିଡିଓ ସମ୍ପାଦନା

ଓଡ଼ିଶାର ପ୍ରମୁଖ ଦର୍ଶନୀୟ ସ୍ଥାନ/ମନ୍ଦିରର ଫୋଟ
  • *
  • *
ଓଡ଼ିଶାର ଲେଖକ/ଲେଖିକା, କବି ଓ ଚିତ୍ର ତରକାଙ୍କର ଫୋଟ (ଯଦି ମୃତ ତେବେ ସତ୍ଵାଧିକାର ଥିବା ଫୋଟବି ଚଳିବ)
  • *
  • *
ଓଡ଼ିଶାର ପ୍ରମୁଖ ବହି ଓ ପତ୍ରିକାର ପ୍ରଚ୍ଛଦ (ବର୍ତ୍ତମାନ ଚାଲୁଥିବା ଓ ବନ୍ଦ ହୋଇଯାଇଥିବା ପତ୍ରିକା)
  • *
  • *

ସମୟ ସୀମା ସମ୍ପାଦନା

(ଧାର୍ଯ୍ୟ ହୋଇନାହିଁ)

ଆଗ୍ରହୀ ଉଇକିଆଳି ସମ୍ପାଦନା

(ନାମ ଲେଖାଇଥିବା ଉଇକିଆଳିମାନେ :)

  1. ସୁଭାସିସ ପାଣିଗାହି


ପରିଚାଳକ ସମ୍ପାଦନା


ଯୋଗ ହୋଇଥିବା ଚିତ୍ର, ଭିଡିଓ ଓ ଫୋଟ ସମ୍ପାଦନା

ଚିତ୍ର ସମ୍ପାଦନା

ଚିତ୍ରଟିର ଲିଙ୍କ ପ୍ରଦାନକାରୀ ବିବରଣୀ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ

ଫୋଟ ସମ୍ପାଦନା

ଫୋଟଟିର ଲିଙ୍କ ଉତ୍ତୋଳନକାରୀ ବିବରଣୀ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ

ଭିଡିଓ ସମ୍ପାଦନା

ଭିଡିଓଟିର ଲିଙ୍କ ଉତ୍ତୋଳନକାରୀ ବିବରଣୀ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ

ପ୍ରକଳ୍ପର ସାରାଂଶ ସମ୍ପାଦନା