ଇଶ୍ୱର ପାଣ୍ଡେ

ଭାରତୀୟ କ୍ରିକେଟ ଖେଳାଳି

ଇଶ୍ୱର ଚାନ୍ଦ ପାଣ୍ଡେ  (ଜନ୍ମ 15 ଅଗଷ୍ଟ , 1989 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଘରେଇ କ୍ରିକେଟରେ ମଧ୍ୟ ପ୍ରଦେଶ[୧] ତରଫରୁ ଖେଳିବା ସହ ଆଇପିଏଲରେ ଚେନ୍ନଇ ସୁପର କିଂ ତରଫରୁ ଖେଳନ୍ତି । ସେ ଜଣେ  ଡାହାଣ ହାତି ଦ୍ରୁତ ବୋଲର । ରଣଜୀ ଟ୍ରଫି 2012/13ରେ ସେ ସର୍ବାଧିକ ୱିକେଟ ନେଇଥିଲେ । ସେ ଭାରତ A ଦଳ ପାଇଁ ଖେଳିବା ସହ 2014 ମସିହାରେ ନିଉଜିଲାଣ୍ଡ ସହ ଖେଳିବାପାଇଁ ଘୋଷିତ ଟେଷ୍ଟ ଓ ଏକଦିବଶୀୟ ଦଳରେ ସ୍ଥାନ ପାଇଥିଲେ । ବର୍ତ୍ତମାନ ସେ ପୁନେ ଦଳ ତରଫରୁ ଖେଳୁଛନ୍ତି [୨][୩]

ବ୍ୟକ୍ତିଗତ ତଥ୍ୟ
ନାମIshwar Chand Pandey
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm medium-fast
ଭୂମିକାBowler
ଘରୋଇ ଦଳ ତଥ୍ୟ
YearsTeam
2010–presentMadhya Pradesh
2013Pune Warriors
2014–2015Chennai Super Kings (#16)
2016-presentRising Pune Supergiants
Career statistics
ପ୍ରତିଯୋଗିତା FC List A T20
ମ୍ୟାଚ 31 16 6
ମୋଟ ରନ 296 16 25
ବ୍ୟାଟିଂ ହାର 10.57 3.20 8.33
ଶତକ/ଅର୍ଦ୍ଧଶତକ 0/0 0/0 0/0
ସର୍ବାଧିକ ରନ 39 9 17*
ବଲ ସଂଖ୍ୟା 6653 838 114
ଉଇକେଟ 131 22 5
ବୋଲିଂ ହାର 24.43 30.04 32.00
ଇନିଙ୍ଗସରେ ୫ଟି ଉଇକେଟ 8 0 0
ମ୍ୟାଚରେ ୧୦ଟି ଉଇକେଟ 2 n/a n/a
ସବୁଠୁ ଭଲ ବୋଲିଂ 8/84 4/44 2/26
କ୍ୟାଚ/ଷ୍ଟମ୍ପିଙ୍ଗ 9/– 5/– 0/-
Source: Cricinfo, 31 December 2013

ପ୍ରାରମ୍ଭିକ ଜୀବନ  ସମ୍ପାଦନା

ଇଶ୍ୱର ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଅବସରପ୍ରାପ୍ତ ଅଫିସର ଥିଲେ । ଇଶ୍ୱର ତାଙ୍କ କ୍ରିକେଟ ତାଲିମ ଏମଆରଏଫ କ୍ରିକେଟ ଫାଉଣ୍ଡସନରୁ ପାଇଥିଲେ । .[୪]

Career ସମ୍ପାଦନା

2010 ମସିହାରେ ଇଶ୍ୱର ଗୋଆ ସହ ଖେଳି ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେହି ସିଜନରେ ସେ ମାତ୍ର 9ଟି ୱିକେଟ[୫] ନେଇଥିଲେ ମଧ୍ୟ 2011/12 ସିଜନରେ 25ଟି ୱିକେଟ ପାଇଥିଲେ ।[୬] ପରବର୍ତ୍ତୀ ସିଜନରେ ସେ ଆହୁରି ଉନ୍ନତି କରି 48ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ହାସଲକାରୀ ହେଲେ । ସେ ସେହି ସିଜନରେ ମଧ୍ୟ ପ୍ରଦେଶକୁ ବଙ୍ଗଳା ବିରୁଦ୍ଧ ମେଚରେ ଏକା 5/87 ଓ 5/58 [୭][୮]ନେଇ ଜିତାଇଥିଲେ । ତାହା ପରେ ସେ ଭାରତ A ପାଇଁ ମନୋନୀତ ହେଇଥିଲେ । 2013ରେ ସେ ଆଇପିଏଲ ପାଇଁ ପୁନେ ଦଳରେ ଥିଲେ । [୯]

2013ରେ ସେ ଭାରତ A ଦଳ ପାଇଁ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ଅଣଅଫିସିଆଲ ଟେଷ୍ଟରେ  ରେ 4/46 ଓ 3/25 ନେଇ ଦଳକୁ ବିଜୟୀ କରିଥିଲେ [୧୦]। ଦ୍ୱିତୀୟ ଟେଷ୍ଟରେ ପୁଣି 3/67 ଓ 1/16 [୧୧]ନେଇଥିଲେ । 

2016 ମସିହାରେ ସେ T 20 ମେଚରେ ଆନ୍ଧ୍ର ପ୍ରଦେଶ ବିରୁଦ୍ଧରେ  ରେ ହାଟତ୍ରିକ ଅର୍ଜନ କରିଥିଲେ । [୧୨]

ଆଧାର  ସମ୍ପାଦନା

  1. Ishwar Pandey - Cricinfo
  2. "ଆର୍କାଇଭ୍ କପି". Archived from the original on 2014-01-01. Retrieved 2016-12-03. {{cite web}}: Cite has empty unknown parameter: |1= (help)
  3. "India squads for New Zealand tour announced". ]. Archived from the original on 1 January 2014. Retrieved 31 December 2013.
  4. "Meet Ishwar Pandey, the latest Member of Indian Cricket Team". Biharprabha News. Retrieved 1 January 2014.
  5. Records / Ranji Trophy Plate League, 2010/11 / Most wickets
  6. Ranji Trophy Elite, 2011/12 / Records / Most wickets
  7. Ranji Trophy, 2012/13 / Records / Most wickets
  8. Pandey five-for leads Madhya Pradesh to improbable win
  9. Pune Warriors sign Ishwar Pandey
  10. India A in South Africa unofficial Test Series - 1st unofficial Test
  11. India A in South Africa unofficial Test Series - 2nd unofficial Test
  12. "Yuvraj out for 2; hat-tricks for Pandey, Chawla". ESPN Cricinfo. Retrieved 10 January 2016.

ବାହାର ଲିଙ୍କ  ସମ୍ପାଦନା