ଇଶ୍ୱର ପାଣ୍ଡେ
ଇଶ୍ୱର ଚାନ୍ଦ ପାଣ୍ଡେ (ଜନ୍ମ 15 ଅଗଷ୍ଟ , 1989 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଘରେଇ କ୍ରିକେଟରେ ମଧ୍ୟ ପ୍ରଦେଶ[୧] ତରଫରୁ ଖେଳିବା ସହ ଆଇପିଏଲରେ ଚେନ୍ନଇ ସୁପର କିଂ ତରଫରୁ ଖେଳନ୍ତି । ସେ ଜଣେ ଡାହାଣ ହାତି ଦ୍ରୁତ ବୋଲର । ରଣଜୀ ଟ୍ରଫି 2012/13ରେ ସେ ସର୍ବାଧିକ ୱିକେଟ ନେଇଥିଲେ । ସେ ଭାରତ A ଦଳ ପାଇଁ ଖେଳିବା ସହ 2014 ମସିହାରେ ନିଉଜିଲାଣ୍ଡ ସହ ଖେଳିବାପାଇଁ ଘୋଷିତ ଟେଷ୍ଟ ଓ ଏକଦିବଶୀୟ ଦଳରେ ସ୍ଥାନ ପାଇଥିଲେ । ବର୍ତ୍ତମାନ ସେ ପୁନେ ଦଳ ତରଫରୁ ଖେଳୁଛନ୍ତି [୨][୩]
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Ishwar Chand Pandey | ||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium-fast | ||||||||||||||||||||||||||||||||||||||||||||||||||||
ଭୂମିକା | Bowler | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2010–present | Madhya Pradesh | ||||||||||||||||||||||||||||||||||||||||||||||||||||
2013 | Pune Warriors | ||||||||||||||||||||||||||||||||||||||||||||||||||||
2014–2015 | Chennai Super Kings (#16) | ||||||||||||||||||||||||||||||||||||||||||||||||||||
2016-present | Rising Pune Supergiants | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 31 December 2013 |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଇଶ୍ୱର ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଅବସରପ୍ରାପ୍ତ ଅଫିସର ଥିଲେ । ଇଶ୍ୱର ତାଙ୍କ କ୍ରିକେଟ ତାଲିମ ଏମଆରଏଫ କ୍ରିକେଟ ଫାଉଣ୍ଡସନରୁ ପାଇଥିଲେ । .[୪]
Career
ସମ୍ପାଦନା2010 ମସିହାରେ ଇଶ୍ୱର ଗୋଆ ସହ ଖେଳି ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେହି ସିଜନରେ ସେ ମାତ୍ର 9ଟି ୱିକେଟ[୫] ନେଇଥିଲେ ମଧ୍ୟ 2011/12 ସିଜନରେ 25ଟି ୱିକେଟ ପାଇଥିଲେ ।[୬] ପରବର୍ତ୍ତୀ ସିଜନରେ ସେ ଆହୁରି ଉନ୍ନତି କରି 48ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ହାସଲକାରୀ ହେଲେ । ସେ ସେହି ସିଜନରେ ମଧ୍ୟ ପ୍ରଦେଶକୁ ବଙ୍ଗଳା ବିରୁଦ୍ଧ ମେଚରେ ଏକା 5/87 ଓ 5/58 [୭][୮]ନେଇ ଜିତାଇଥିଲେ । ତାହା ପରେ ସେ ଭାରତ A ପାଇଁ ମନୋନୀତ ହେଇଥିଲେ । 2013ରେ ସେ ଆଇପିଏଲ ପାଇଁ ପୁନେ ଦଳରେ ଥିଲେ । [୯]
2013ରେ ସେ ଭାରତ A ଦଳ ପାଇଁ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ଅଣଅଫିସିଆଲ ଟେଷ୍ଟରେ ରେ 4/46 ଓ 3/25 ନେଇ ଦଳକୁ ବିଜୟୀ କରିଥିଲେ [୧୦]। ଦ୍ୱିତୀୟ ଟେଷ୍ଟରେ ପୁଣି 3/67 ଓ 1/16 [୧୧]ନେଇଥିଲେ ।
2016 ମସିହାରେ ସେ T 20 ମେଚରେ ଆନ୍ଧ୍ର ପ୍ରଦେଶ ବିରୁଦ୍ଧରେ ରେ ହାଟତ୍ରିକ ଅର୍ଜନ କରିଥିଲେ । [୧୨]
ଆଧାର
ସମ୍ପାଦନା- ↑ Ishwar Pandey - Cricinfo
- ↑ "ଆର୍କାଇଭ୍ କପି". Archived from the original on 2014-01-01. Retrieved 2016-12-03.
{{cite web}}
: Cite has empty unknown parameter:|1=
(help) - ↑ "India squads for New Zealand tour announced". ]. Archived from the original on 1 January 2014. Retrieved 31 December 2013.
- ↑ "Meet Ishwar Pandey, the latest Member of Indian Cricket Team". Biharprabha News. Retrieved 1 January 2014.
- ↑ Records / Ranji Trophy Plate League, 2010/11 / Most wickets
- ↑ Ranji Trophy Elite, 2011/12 / Records / Most wickets
- ↑ Ranji Trophy, 2012/13 / Records / Most wickets
- ↑ Pandey five-for leads Madhya Pradesh to improbable win
- ↑ Pune Warriors sign Ishwar Pandey
- ↑ India A in South Africa unofficial Test Series - 1st unofficial Test
- ↑ India A in South Africa unofficial Test Series - 2nd unofficial Test
- ↑ "Yuvraj out for 2; hat-tricks for Pandey, Chawla". ESPN Cricinfo. Retrieved 10 January 2016.
ବାହାର ଲିଙ୍କ
ସମ୍ପାଦନା- Ishwar Pandey - Cricinfo
- Ishwar Pandey's profile page on Wisden
- Ishwar Pandey - YouTube