ଇଲୋପେରିଡୋନ, ଫାନାପ୍ଟ ଏବଂ ଜୋମାରିଲ୍ ଏହାର ବେପାର ନାମ, ହେଉଛି ଏକ ଏଟିପିକାଲ୍ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ପ୍ରଭାବ ମିଳିବାକୁ ଦୁଇରୁ ତିନି ସପ୍ତାହ ଲାଗିପାରେ ।[୧]

ଇଲୋପେରିଡୋନ
Clinical data
Trade namesFanapt, Zomaril
AHFS/Drugs.commonograph
MedlinePlusa609026
data
Routes of
administration
By mouth
Legal status
Legal status
Pharmacokinetic data
Bioavailability96% (by mouth; Tmax = 2–4 hours)
Protein binding~97%
MetabolismLiver (CYP2D6-mediated hydroxylation and CYP3A4-mediated O-demethylation)
Onset of action2 to 3 wks[୧]
Elimination half-life18–33 hours
Excretionurine (45.1–58.2%) and feces (19.9–22.1%)
Identifiers
  • 1-[4-[3-[4-(6-fluoro-1,2-benzoxazol-3-yl)piperidin-1-yl]propoxy]-3-methoxyphenyl]ethanone
ECHA InfoCard100.106.441 Edit this at Wikidata
Chemical and physical data
FormulaC24H27FN2O4
Molar mass୪୨୬.୪୯ g·mol−1
3D model (JSmol)
  • O=C(c4ccc(OCCCN3CCC(c2noc1cc(F)ccc12)CC3)c(OC)c4)C
  • InChI=1S/C24H27FN2O4/c1-16(28)18-4-7-21(23(14-18)29-2)30-13-3-10-27-11-8-17(9-12-27)24-20-6-5-19(25)15-22(20)31-26-24/h4-7,14-15,17H,3,8-13H2,1-2H3 checkY
  • Key:XMXHEBAFVSFQEX-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଶୁଖିଲା ପାଟି, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ଓଜନ ବୃଦ୍ଧି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୟସ୍କ ଲୋକଙ୍କର ଡିମେନ୍ସିଆ ସ‌ହିତ ମୃତ୍ୟୁ ସଙ୍କଟ, ପ୍ରିଆପିଜ୍ମ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ,ନ୍ୟୁରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ଦୁଗ୍ଧ ଉତ୍ପାଦନ ଏବଂ ମଧୁମେହ ହୋଇପାରେ ।[୨] ଡୋପାମାଇନ୍ ଏବଂ ୫-ହାଇଡ୍ରୋକ୍ସିଟ୍ରିପ୍ଟାମାଇନ ଦ୍ୱୟକୁ ପ୍ରଭାବିତ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]

୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଲୋପେରିଡୋନ ଅନୁମୋଦିତ ହୋଇଥିଲା ।[୨] ସାମାନ୍ୟ ଲାଭ ଏବଂ ପାର୍ଶ୍ୱ ପ୍ରତିକ୍ରିୟାର ଚିନ୍ତା ହେତୁ ୨୦୧୭ରେ ୟୁରୋପରେ ଏହାର ଅନୁମୋଦନ ମନା କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ, ଦିନକୁ ଦୁଇଥର ୬ ମିଗ୍ରା ମାତ୍ରାରେ ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୧୦୦ ଡଲାର ହେଉଥିଲା ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Fanaptum". Archived from the original on 27 February 2021. Retrieved 25 November 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Iloperidone Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 25 November 2021.
  3. "Fanapt Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 25 November 2021.