ଇରା ସିଂଘଲ‌ ଭାରତୀୟ ସିଭିଲ ସର୍ଭିସରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୪ ମସିହାରେ କେନ୍ଦ୍ର ଜନସେବା ଆୟୋଗଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସିଂଘଲ‌ ଚତୁର୍ଥ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି ଏବଂ ସେ ହେଉଛନ୍ତି ପ୍ରଥମ ଭିନ୍ନକ୍ଷମ ମହିଳା ଯିଏକି ସର୍ବସାଧାରଣ ବର୍ଗରେ ଏକ ଉଚ୍ଚ ପଦବୀ ପାଇଛନ୍ତି ।[୧]

ଇରା ସିଂଘଲ‌
Assistant Collector
Government of Delhi
କାର୍ଯ୍ୟକାଳ
June 2016 – Present
ବ୍ୟକ୍ତିଗତ ସବିଶେଷ
ଜନ୍ମ (1983-08-31) ୩୧ ଅଗଷ୍ଟ ୧୯୮୩ (ବୟସ ୪୦)
Meerut, India
ଜାତୀୟତାଭାରତୀୟ
ଶିକ୍ଷାB.Tech, M.B.A.
ଶିକ୍ଷାନୁଷ୍ଠାନNetaji Subhas University of Technology
University of Delhi
ବୃତ୍ତିIAS
ପ୍ରସିଦ୍ଧିAll India Topper in CSE 2014
ଚାକିରିକ୍ଷେତ୍ରଭାରତ ସରକାର
ଦିଲ୍ଲୀ ସରକାର

ଜୀବନ ଓ ଶିକ୍ଷା ସମ୍ପାଦନା

ଇରା ସିଂଘଲ‌ଙ୍କ ଜନ୍ମ ମେରଟରେ ହୋଇଥିଲା ।[୨] ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର ସିଂଘଲ‌ ଏବଂ ମାତାଙ୍କ ନାମ ଅନୀତା ସିଂଘଲ‌ । ସେ ଦିଲୀର ସୋଫିଆ ବାଳିକା ବିଦ୍ୟାଳୟ, ମେରଟ ଏବଂ ଲୋରେଟୋ କନଭେଣ୍ଟ ସ୍କୁଲରେ ପ୍ରଥମେ ଠିଆ ହୋଇଥିଲେ । ଇରା ସ୍କୋଲିଓସିସ ରୋଗରେ ଲଢୁଛନ୍ତି ଯେଉଁଥିପାଇଁ ମେରୁଦଣ୍ଡ ପ୍ରଭାବିତ ହୋଇଛି ଏବଂ ଏହା ବାହୁର ଗତିବିଧିରେ ଉନ୍ନତି ଆଣିବ ନାହିଁ । ଏହା ପରେ ସେ ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ କମ୍ପ୍ୟୁଟର ଇଞ୍ଜିନିୟରିଂ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡି ବିଭାଗରେ ଏମବିଏ ହାସଲ କରିଥିଲେ ।

ଜନସାଧାରଣ ଜୀବନ ସମ୍ପାଦନା

୨୦୧୦ ମସିହାରେ ଭାରତୀୟ ରାଜସ୍ୱ ସେବା ପରୀକ୍ଷାରେ ସଫଳ ହେବା ପରେ ମଧ୍ୟ କର୍ତ୍ତୁପକ୍ଷ ତାଙ୍କୁ କୌଣସି ବସ୍ତୁକୁ ଟେଲିବା, ଟାଣିବା କିମ୍ବା ଉଠାଇବାରେ ଅକ୍ଷମତା ଦର୍ଶାଇ ଏହି ପୋଷ୍ଟକୁ ମନା କରିଦେଇଥିଲେ । [୩] ଏହା ପଛର କାରଣ ହେଉଛି ସ୍କୋଲିଓସିସ ରୋଗ ସହିତ ଇରାଙ୍କ ସମସ୍ୟା । ସେ ତାଙ୍କ ମାମଲା କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ହାଜର କରିଥିଲେ ଯାହା ଫଳରେ ଚାରି ବାରଷ ପରେ ଆଇଆରଏ ସପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା ।[୪] ଇରାଙ୍କୁ କ୍ୟାଡବେରୀ ଡେରିମିଲ୍କ କମ୍ପାନୀରେ ପରିଚାଳନାଗତ ପଦବୀ ଦାଇତ୍ୱ ମଧ୍ୟ ଦିଆଯାଇଥିଲ । ଏହା ବ୍ୟତୀତ ସେ ଇରାକ କୋକାକୋଲା କମ୍ପାନୀରେ ମାର୍କେଟିଙ୍ଗ ଟ୍ରେନର ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଇରା ଭାରତୀୟ ରାଜସ୍ୱ ସେବା ବିଭାଗର କଷ୍ଟମ୍ସ ବିଭାଗରେ ସହକାରୀ କମିଶନର ଭାବେ କାର୍ଯ୍ୟରତ ।[୫]

ଆଧାର ସମ୍ପାଦନା

  1. "A great moment for me and my family, says Ira Singhal". द हिन्दू. 2015-07-04. ISSN 0971-751X. Archived from the original on 26 नवंबर 2016. Retrieved 2015-10-11. {{cite news}}: Check date values in: |archive-date= (help)
  2. "Not eligible to be sweeper, but I'm IAS officer: UPSC topper Ira". हिन्दुस्तान टाईम्स. Archived from the original on 4 मई 2016. Retrieved 2015-10-11. {{cite web}}: Check date values in: |archive-date= (help)
  3. "Meet 2014 UPSC topper Ira Singhal, who was earlier barred from civil services due to her disability - Firstpost". firstpost.com. Archived from the original on 19 फ़रवरी 2016. Retrieved November 15, 2015. {{cite web}}: Check date values in: |archive-date= (help)
  4. "A Special Victory: This Woman Just Topped India's Toughest Exam Beating Disability And Discrimination". The Huffington Post. Archived from the original on 4 मार्च 2016. Retrieved 2015-10-11. {{cite web}}: Check date values in: |archive-date= (help)
  5. "Barred from civil services earlier over 'disability', Ira Singhal tops UPSC". द इंडियन एक्सप्रेस. 2015-07-05. Archived from the original on 5 मार्च 2016. Retrieved 2015-10-11. {{cite web}}: Check date values in: |archive-date= (help)