ଇରା ସିଂଘଲ
ଇରା ସିଂଘଲ ଭାରତୀୟ ସିଭିଲ ସର୍ଭିସରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୪ ମସିହାରେ କେନ୍ଦ୍ର ଜନସେବା ଆୟୋଗଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସିଂଘଲ ଚତୁର୍ଥ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି ଏବଂ ସେ ହେଉଛନ୍ତି ପ୍ରଥମ ଭିନ୍ନକ୍ଷମ ମହିଳା ଯିଏକି ସର୍ବସାଧାରଣ ବର୍ଗରେ ଏକ ଉଚ୍ଚ ପଦବୀ ପାଇଛନ୍ତି ।[୧]
ଇରା ସିଂଘଲ | |
---|---|
Assistant Collector Government of Delhi | |
କାର୍ଯ୍ୟକାଳ June 2016 – Present | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Meerut, India | ୩୧ ଅଗଷ୍ଟ ୧୯୮୩
ଜାତୀୟତା | ଭାରତୀୟ |
ଶିକ୍ଷା | B.Tech, M.B.A. |
ଶିକ୍ଷାନୁଷ୍ଠାନ | Netaji Subhas University of Technology University of Delhi |
ବୃତ୍ତି | IAS |
ପ୍ରସିଦ୍ଧି | All India Topper in CSE 2014 |
ଚାକିରିକ୍ଷେତ୍ର | ଭାରତ ସରକାର |
ଦିଲ୍ଲୀ ସରକାର |
ଜୀବନ ଓ ଶିକ୍ଷା
ସମ୍ପାଦନାଇରା ସିଂଘଲଙ୍କ ଜନ୍ମ ମେରଟରେ ହୋଇଥିଲା ।[୨] ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର ସିଂଘଲ ଏବଂ ମାତାଙ୍କ ନାମ ଅନୀତା ସିଂଘଲ । ସେ ଦିଲୀର ସୋଫିଆ ବାଳିକା ବିଦ୍ୟାଳୟ, ମେରଟ ଏବଂ ଲୋରେଟୋ କନଭେଣ୍ଟ ସ୍କୁଲରେ ପ୍ରଥମେ ଠିଆ ହୋଇଥିଲେ । ଇରା ସ୍କୋଲିଓସିସ ରୋଗରେ ଲଢୁଛନ୍ତି ଯେଉଁଥିପାଇଁ ମେରୁଦଣ୍ଡ ପ୍ରଭାବିତ ହୋଇଛି ଏବଂ ଏହା ବାହୁର ଗତିବିଧିରେ ଉନ୍ନତି ଆଣିବ ନାହିଁ । ଏହା ପରେ ସେ ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ କମ୍ପ୍ୟୁଟର ଇଞ୍ଜିନିୟରିଂ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡି ବିଭାଗରେ ଏମବିଏ ହାସଲ କରିଥିଲେ ।
ଜନସାଧାରଣ ଜୀବନ
ସମ୍ପାଦନା୨୦୧୦ ମସିହାରେ ଭାରତୀୟ ରାଜସ୍ୱ ସେବା ପରୀକ୍ଷାରେ ସଫଳ ହେବା ପରେ ମଧ୍ୟ କର୍ତ୍ତୁପକ୍ଷ ତାଙ୍କୁ କୌଣସି ବସ୍ତୁକୁ ଟେଲିବା, ଟାଣିବା କିମ୍ବା ଉଠାଇବାରେ ଅକ୍ଷମତା ଦର୍ଶାଇ ଏହି ପୋଷ୍ଟକୁ ମନା କରିଦେଇଥିଲେ । [୩] ଏହା ପଛର କାରଣ ହେଉଛି ସ୍କୋଲିଓସିସ ରୋଗ ସହିତ ଇରାଙ୍କ ସମସ୍ୟା । ସେ ତାଙ୍କ ମାମଲା କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ହାଜର କରିଥିଲେ ଯାହା ଫଳରେ ଚାରି ବାରଷ ପରେ ଆଇଆରଏ ସପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା ।[୪] ଇରାଙ୍କୁ କ୍ୟାଡବେରୀ ଡେରିମିଲ୍କ କମ୍ପାନୀରେ ପରିଚାଳନାଗତ ପଦବୀ ଦାଇତ୍ୱ ମଧ୍ୟ ଦିଆଯାଇଥିଲ । ଏହା ବ୍ୟତୀତ ସେ ଇରାକ କୋକାକୋଲା କମ୍ପାନୀରେ ମାର୍କେଟିଙ୍ଗ ଟ୍ରେନର ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଇରା ଭାରତୀୟ ରାଜସ୍ୱ ସେବା ବିଭାଗର କଷ୍ଟମ୍ସ ବିଭାଗରେ ସହକାରୀ କମିଶନର ଭାବେ କାର୍ଯ୍ୟରତ ।[୫]
ଆଧାର
ସମ୍ପାଦନା- ↑ "A great moment for me and my family, says Ira Singhal". द हिन्दू. 2015-07-04. ISSN 0971-751X. Archived from the original on 26 नवंबर 2016. Retrieved 2015-10-11.
{{cite news}}
: Check date values in:|archive-date=
(help) - ↑ "Not eligible to be sweeper, but I'm IAS officer: UPSC topper Ira". हिन्दुस्तान टाईम्स. Archived from the original on 4 मई 2016. Retrieved 2015-10-11.
{{cite web}}
: Check date values in:|archive-date=
(help) - ↑ "Meet 2014 UPSC topper Ira Singhal, who was earlier barred from civil services due to her disability - Firstpost". firstpost.com. Archived from the original on 19 फ़रवरी 2016. Retrieved November 15, 2015.
{{cite web}}
: Check date values in:|archive-date=
(help) - ↑ "A Special Victory: This Woman Just Topped India's Toughest Exam Beating Disability And Discrimination". The Huffington Post. Archived from the original on 4 मार्च 2016. Retrieved 2015-10-11.
{{cite web}}
: Check date values in:|archive-date=
(help) - ↑ "Barred from civil services earlier over 'disability', Ira Singhal tops UPSC". द इंडियन एक्सप्रेस. 2015-07-05. Archived from the original on 5 मार्च 2016. Retrieved 2015-10-11.
{{cite web}}
: Check date values in:|archive-date=
(help)