ଇବ୍ରେକ୍ସାଫଙ୍ଗର୍ପ
ଏହା ଆଣ୍ଟିଫଙ୍ଗାଲ ଔଷଧ ଯାହାକି ଯୋନୀପଥ ଇଷ୍ଟ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।
ଇବ୍ରେକ୍ସାଫଙ୍ଗର୍ପ (ଇଂରାଜୀ: Ibrexafungerp), ବେପାର ନାମ ବ୍ରେକ୍ସାଫେମ୍, ହେଉଛି ଏକ କବକରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ ଯାହାକି ଯୋନୀପଥ ଇଷ୍ଟ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୧] ଋତୁସ୍ରାବ ଆରମ୍ଭ ହେବା ପରେ ଏହା ମହିଳାମାନଙ୍କଠାରେ ବ୍ୟବହୃତ ହୋଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Pronunciation | /aɪˌbrɛksəˈfʌndʒɜːrp/ eye-BREKS-ə-FUN-jurp |
Trade names | Brexafemme |
Synonyms | SCY-078 |
AHFS/Drugs.com | monograph |
data | |
Pregnancy category |
|
Routes of administration | By mouth, intravenous |
Legal status | |
Legal status | |
Pharmacokinetic data | |
Protein binding | >99%[୧] |
Metabolism | Hydroxylation (CYP3A4) then conjugation (glucuronidation, sulfation)[୧] |
Elimination half-life | 20 hours[୧] |
Identifiers | |
| |
Chemical and physical data | |
Formula | C44H67N5O4 |
Molar mass | ୭୩୦.୦୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଗ୍ଲୁକାନ ସିନ୍ଥେଜକୁ ଅବରୋଧ କରୁଥିବା ଏକ ଟ୍ରାଇଟରପେନଏଡ କବକରୋଧୀ (ଆଣ୍ଟିଫଙ୍ଗାଲ) ଯାହା କବକ କୋଷ ପ୍ରାଚୀର ଗଠନକୁ ରୋକିଥାଏ । [୧]
ଡାକ୍ତରୀ ବ୍ୟବହାର ପାଇଁ ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାରେ ଇବ୍ରେକ୍ସାଫଙ୍ଗର୍ପ ଅନୁମୋଦିତ ହୋଇଥିଲା ।[୧] ଏହା ୟୁରୋପ ବା ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଅନୁମୋଦିତ ନୁହେଁ ।[୨]ଯୁକ୍ତରାଷ୍ଟରେ ଏହାର ଏକ ଚିକିତ୍ସା ଅନୁକ୍ରମ ପିଛା ୨୦୨୨ ମସିହାର ୫୦୦ ଡଲାର ଖର୍ଚ୍ଚ ହେଉଥିଲା ।[୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Brexafemme- ibrexafungerp tablet, film coated". DailyMed. Archived from the original on 12 September 2021. Retrieved 12 September 2021.
- ↑ "Ibrexafungerp". SPS - Specialist Pharmacy Service. 2 August 2018. Archived from the original on 8 December 2021. Retrieved 29 October 2022.
- ↑ "Ibrexafungerp". Archived from the original on 29 October 2022. Retrieved 29 October 2022.