ଇବ୍ରାହିମ ମାକା

ଭାରତୀୟ କ୍ରିକେଟ ଖେଳାଳି

ଇବ୍ରାହିମ ସୁଲେମାନ ମାକା ( ଜନ୍ମ 5 ମାର୍ଚ 1922- ପରଲୋକ 7 ନଭେମ୍ବର 1994 ) , ଜଣେ ବ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୱିକେଟ କିପର ଭାବରେ ଖେଳିଥିଲେ । ସେ ଡାମନଠାରେ ଜନ୍ମିତ । 

କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-handed
ଭୂମିକାWicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 2 34
ମୋଟ ରନ 2 607
ବ୍ୟାଟିଂ ହାର - 15.56
ଶତକ/ଅର୍ଦ୍ଧଶତକ 0/0 0/2
ସର୍ବାଧିକ ରନ 2* 66*
ବଲ ସଂଖ୍ୟା - -
ଉଇକେଟ - -
ବୋଲିଂ ହାର - -
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ - -
କ୍ୟାଚ/ଷ୍ଟମ୍ପିଙ୍ଗ 2/1 58/27
Source: [୧]

1952-53 ମସିହାରେ ଇବ୍ରାହିମ ପାକିସ୍ତାନ ବିରୁଦ୍ଧରେ ଭରତର ସିରିଜର ଚତୁର୍ଥ ଟେଷ୍ଟ ଖେଳିଥିଲେ । ସେତେବେଳେ ଚୟନକର୍ତାମାନେ ପ୍ରବୀର ସେନ , ନାନା ଯୋଶୀ ଓ ବିଜଯ ରାଜିନ୍ଦରନାଥଙ୍କୁ ୱିକେଟ କିପର ହିସାବରେ ପରିକ୍ଷ୍ୟା କରି ସାରିଥିଲେ । କିନ୍ତୁ ମାକାଙ୍କୁ ମଧ୍ୟ 5 ମ ଟେଷ୍ଟରୁ ବାହାର କରିଦିଆ ଗଲା । 

ତେବେ ତାଙ୍କୁ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବା ଭାରତୀୟ ଦଳରେ ନିଆ ଯାଇଥିଲା ଓ ସେଠାରେ ସେ ଟେଷ୍ଟରେ ବେଟୀଙ୍ଗ୍ଗ କଳା ବେଳେ ଗୁରୁତର ଆହତ ହେଇଥିଲେ । ତାଙ୍କ ସ୍ଥାନରେ ବିଜଯ ମଞ୍ଜରେକର ୱିକେଟ କିପିଙ୍ଗ କରିଥିଲେ । 

ମାକା ଏକ ଦରିଦ୍ର ପରିବାରରୁ ଆସିଥିଲେ । ତାଙ୍କ ପିତା ଜଣେ କାରଗୋ ଜାହାଜ କର୍ମଚାରୀ ଥିଲେ ।  [୨]

ଆଧାର  ସମ୍ପାଦନା

  • ^^ Richard Cashman, Patrons, Players and the Crowd (1979), p. 93

ବାହାର ଲିଙ୍କ  ସମ୍ପାଦନା