ଇନ୍ଦୁମତୀ ଗୋପୀନାଥନ୍
ଇନ୍ଦୁମତୀ ଗୋପୀନାଥନ୍ (ଜନ୍ମ ମାର୍ଚ୍ଚ ୨୩, ୧୯୫୬) ଜଣେ ପ୍ରତିଷ୍ଠିତ ଭାରତୀୟ ପାଥୋଲୋଜିସ୍ଟ୍ । ସେ ଡାଇଗନୋଷ୍ଟିକ୍ ମେଡ଼ିସିନ୍,[୧], ଅକୁଲାର୍ ଅଙ୍କୋପାଥୋଲୋଜି ଓ ଗାଇନେକୋଲୋଜିକାଲ୍ ହିଷ୍ଟୋପାଥୋଲୋଜିରେ ସ୍ୱତନ୍ତ୍ରତା ଲାଭ କରିଥିଲେ ।[୨]
ଇନ୍ଦୁମତୀ ଗୋପୀନାଥନ୍ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମ୍ବିବିଏସ୍, ଏମ୍ଡି |
ଶିକ୍ଷାନୁଷ୍ଠାନ | ସେଠ୍ ଗୋର୍ଧାଣ୍ଡାସ୍ ସୁନ୍ଦରଦାସ୍ ମେଡ଼ିକାଲ୍ କଲେଜ୍ ଏଣ୍ଡ୍ କିଙ୍ଗ୍ ଏଡ଼ୱାର୍ଡ୍ ମେମୋରିଆଲ୍ ହସ୍ପିଟାଲ୍ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପାଥୋଲୋଜି, ଟେଲିମେଡ଼ିସିନ୍ |
ଡାକ୍ତରୀ ଜୀବନ
ସମ୍ପାଦନାଡଃ ଗୋପୀନାଥନ୍ ତାଙ୍କର ସେଠ୍ ଗୋର୍ଧାନ୍ଦାସ୍ ସୁନ୍ଦରଦାସ୍ ମେଡ଼ିକାଲ୍ କଲେଜ୍ ଏଣ୍ଡ୍ କିଙ୍ଗ୍ ଏଡ଼୍ୱାର୍ଡ୍ ମେମୋରିଆଲ୍ ହସ୍ପିଟାଲ୍ରୁ ପାଥୋଲୋଜିରେ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତୋର ଲାଭ କରିଥିଲେ । ସେ ଟେଲିପାଥୋଲୋଜିରେ ମଧ୍ୟ ଅଗ୍ରଣୀ ଥିଲେ ।[୩][୪][୫] ସେ ମଧ୍ୟ ଚେନ୍ନାଇସ୍ଥିତ ଏକ ଏଲିମେଡ଼ିସିନ୍ କମ୍ପାନୀ, ସ୍ପେସ୍ ହସ୍ପିଟାଲ୍ ସହ ଜଡ଼ିତ ଥିଲେ । ସେ ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଟାଇମ୍ସ ଅଫ୍ ଇଣ୍ଡିଆରେ ସ୍ୱାସ୍ଥ୍ୟ ବିଷୟରେ ସ୍ତମ୍ଭ ଲେଖୁଥିଲେ ।[୬][୭][୮] ଡଃ ଇନ୍ଦୁମତୀ ଗୋପୀନାଥନ୍, ଇଣ୍ଡିଆନ୍ ଏକ୍ସ୍ପ୍ରେସ୍ ଗ୍ରୁପ୍ଦ୍ୱାରା ପ୍ରକାଶିତ ଏକ ଅଗ୍ରଣୀ ଭାରତୀୟ ସ୍ୱାସ୍ଥ୍ୟ ସେବା ପତ୍ରିକା ହେଲ୍ଥ୍ ସ୍କ୍ରିନ୍ର ସମ୍ପାଦକ ଭାବେ, ପ୍ରତିଷେଧକ ଔଷଧ ଉପରେ କେନ୍ଦ୍ରିତ କରିଥିଲେ ଓ[୯] ହେଲ୍ଥ୍ କେୟାର୍ ଏକ୍ସ୍ପ୍ରେସ୍ର ସ୍ତମ୍ଭାକାର ଥିଲେ ।[୧୦][୫]
ଡଃ ଇନ୍ଦୁମତୀ ଗୋପୀନାଥନ୍ ଥାଇରୋକେୟାର୍ ସ୍ୱାସ୍ଥ୍ୟ ସେବାର ନିର୍ଦ୍ଦେଶକ ମଣ୍ଡଳୀର ନିର୍ଦ୍ଦେଶକ ଥିଲେ ।[୧୧]
ବର୍ତ୍ତମାନ ସେ ମୁମ୍ବାଇର ଚାମ୍ବୁର୍ଠାରେ ରହିବା ସହ ବେସରକାରୀ ଭାବେ ସେବା କରୁଛନ୍ତି ।
ଆଧାର
ସମ୍ପାଦନା- ↑ "Aditya's Blog:: If you are a parent". Indyarocks.com. Retrieved 2016-06-05.
- ↑ "Archived copy". Archived from the original on June 16, 2008. Retrieved January 15, 2009.
{{cite web}}
: CS1 maint: archived copy as title (link) - ↑ "Archived copy". Archived from the original on January 29, 2009. Retrieved January 15, 2009.
{{cite web}}
: CS1 maint: archived copy as title (link) - ↑ [୧][dead link]
- ↑ ୫.୦ ୫.୧ [୨][dead link]
- ↑ [୩] [dead link]
- ↑ "The body shop :every breath you take - Times of India". Timesofindia.indiatimes.com. 2005-06-05. Retrieved 2016-06-05.
- ↑ "India News, Latest Sports, Bollywood, World, Business & Politics News - Times of India". Articles.timesofindia.indiatimes.com. Archived from the original on 2012-10-25. Retrieved 2016-06-05.
- ↑ [୪][dead link]
- ↑ "Archived copy". Archived from the original on January 29, 2009. Retrieved January 15, 2009.
{{cite web}}
: CS1 maint: archived copy as title (link) - ↑ "Thyrocare Investor Details". economictimes.indiatimes.com. 2017-08-23. Retrieved 2017-08-23.