ଇନ୍ଦୁମତୀ ଗୋପୀନାଥନ୍

ଭାରତୀୟ ଚିକିତ୍ସକ

ଇନ୍ଦୁମତୀ ଗୋପୀନାଥନ୍ (ଜନ୍ମ ମାର୍ଚ୍ଚ ୨୩, ୧୯୫୬) ଜଣେ ପ୍ରତିଷ୍ଠିତ ଭାରତୀୟ ପାଥୋଲୋଜିସ୍ଟ୍ । ସେ ଡାଇଗନୋଷ୍ଟିକ୍ ମେଡ଼ିସିନ୍‌,[୧], ଅକୁଲାର୍ ଅଙ୍କୋପାଥୋଲୋଜି ଓ ଗାଇନେକୋଲୋଜିକାଲ୍ ହିଷ୍ଟୋପାଥୋଲୋଜିରେ ସ୍ୱତନ୍ତ୍ରତା ଲାଭ କରିଥିଲେ ।[୨]

ଇନ୍ଦୁମତୀ ଗୋପୀନାଥନ୍
Born (1956-03-23) ୨୩ ମାର୍ଚ୍ଚ ୧୯୫୬ (ବୟସ ୬୭)
Nationalityଭାରତୀୟ
Educationଏମ୍‌ବିବିଏସ୍, ଏମ୍‌ଡି
Alma materସେଠ୍ ଗୋର୍‌ଧାଣ୍ଡାସ୍ ସୁନ୍ଦରଦାସ୍ ମେଡ଼ିକାଲ୍ କଲେଜ୍ ଏଣ୍ଡ୍ କିଙ୍ଗ୍ ଏଡ଼ୱାର୍ଡ୍ ମେମୋରିଆଲ୍ ହସ୍ପିଟାଲ୍
ବିଜ୍ଞାନୀ ଜୀବନ
କ୍ଷେତ୍ରପାଥୋଲୋଜି, ଟେଲିମେଡ଼ିସିନ୍

ଡାକ୍ତରୀ ଜୀବନ ସମ୍ପାଦନା

ଡଃ ଗୋପୀନାଥନ୍ ତାଙ୍କର ସେଠ୍ ଗୋର୍‌ଧାନ୍‌ଦାସ୍ ସୁନ୍ଦରଦାସ୍ ମେଡ଼ିକାଲ୍ କଲେଜ୍ ଏଣ୍ଡ୍ କିଙ୍ଗ୍ ଏଡ଼୍‌ୱାର୍ଡ୍ ମେମୋରିଆଲ୍ ହସ୍‌ପିଟାଲ୍‌ରୁ ପାଥୋଲୋଜିରେ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତୋର ଲାଭ କରିଥିଲେ । ସେ ଟେଲିପାଥୋଲୋଜିରେ ମଧ୍ୟ ଅଗ୍ରଣୀ ଥିଲେ ।[୩][୪][୫] ସେ ମଧ୍ୟ ଚେନ୍ନାଇସ୍ଥିତ ଏକ ଏଲିମେଡ଼ିସିନ୍ କମ୍ପାନୀ, ସ୍ପେସ୍ ହସ୍ପିଟାଲ୍ ସ‌ହ ଜଡ଼ିତ ଥିଲେ । ସେ ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଟାଇମ୍‌ସ ଅଫ୍ ଇଣ୍ଡିଆରେ ସ୍ୱାସ୍ଥ୍ୟ ବିଷୟରେ ସ୍ତମ୍ଭ ଲେଖୁଥିଲେ ।[୬][୭][୮] ଡଃ ଇନ୍ଦୁମତୀ ଗୋପୀନାଥନ୍, ଇଣ୍ଡିଆନ୍ ଏକ୍ସ୍‌ପ୍ରେସ୍ ଗ୍ରୁପ୍ଦ୍ୱାରା ପ୍ରକାଶିତ ଏକ ଅଗ୍ରଣୀ ଭାରତୀୟ ସ୍ୱାସ୍ଥ୍ୟ ସେବା ପତ୍ରିକା ହେଲ୍ଥ୍ ସ୍କ୍ରିନ୍‌ର ସମ୍ପାଦକ ଭାବେ, ପ୍ରତିଷେଧକ ଔଷଧ ଉପରେ କେନ୍ଦ୍ରିତ କରିଥିଲେ ଓ[୯] ହେଲ୍ଥ୍ କେୟାର୍ ଏକ୍ସ୍‌ପ୍ରେସ୍‌ର ସ୍ତମ୍ଭାକାର ଥିଲେ ।[୧୦][୫]

ଡଃ ଇନ୍ଦୁମତୀ ଗୋପୀନାଥନ୍ ଥାଇରୋକେୟାର୍ ସ୍ୱାସ୍ଥ୍ୟ ସେବାର ନିର୍ଦ୍ଦେଶକ ମଣ୍ଡଳୀର ନିର୍ଦ୍ଦେଶକ ଥିଲେ ।[୧୧]

ବର୍ତ୍ତମାନ ସେ ମୁମ୍ବାଇର ଚାମ୍ବୁର୍‌ଠାରେ ରହିବା ସ‌ହ ବେସରକାରୀ ଭାବେ ସେବା କରୁଛନ୍ତି ।

ଆଧାର ସମ୍ପାଦନା

  1. "Aditya's Blog:: If you are a parent". Indyarocks.com. Retrieved 2016-06-05.
  2. "Archived copy". Archived from the original on June 16, 2008. Retrieved January 15, 2009.{{cite web}}: CS1 maint: archived copy as title (link)
  3. "Archived copy". Archived from the original on January 29, 2009. Retrieved January 15, 2009.{{cite web}}: CS1 maint: archived copy as title (link)
  4. [୧][dead link]
  5. ୫.୦ ୫.୧ [୨][dead link]
  6. [୩][dead link]
  7. "The body shop :every breath you take - Times of India". Timesofindia.indiatimes.com. 2005-06-05. Retrieved 2016-06-05.
  8. "India News, Latest Sports, Bollywood, World, Business & Politics News - Times of India". Articles.timesofindia.indiatimes.com. Archived from the original on 2012-10-25. Retrieved 2016-06-05.
  9. [୪][dead link]
  10. "Archived copy". Archived from the original on January 29, 2009. Retrieved January 15, 2009.{{cite web}}: CS1 maint: archived copy as title (link)
  11. "Thyrocare Investor Details". economictimes.indiatimes.com. 2017-08-23. Retrieved 2017-08-23.