ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ

ଏହା ଏକ ଔଷଧ ଯାହା ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ ( ଇ-ଇପିଏ ), ଯାହା ଆଇକୋସାପେଣ୍ଟ ଇଥାଇଲ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଟ୍ରାଇଗ୍ଲାଇସେରାଇଡ ସ୍ରର ୫୦୦ମିଗ୍ରା/ଡେଲିରୁ ଅଧିକ ହୋଇଥିଲେ ଉପ‌ଯୁକ୍ତ ଖାଦ୍ୟ ଏବଂ ଷ୍ଟାଟିନ୍ ସହିତ ବ୍ୟବହୃତ ହୁଏ ବା ଅଧିକ ସଙ୍କଟ ଥିଲେ ୧୫୦ମିଗ୍ରା/ଡେଲି ଥିଲେ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୩]

ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ
Clinical data
Trade namesVascepa, Vazkepa, others
SynonymsEicosapentaenoic acid ethyl ester; Ethyl eicosapentaenoate; Eicosapent; EPA ethyl ester; E-EPA
AHFS/Drugs.commonograph
MedlinePlusa613024
data
Routes of
administration
By mouth
Legal status
Legal status
Identifiers
  • Ethyl (5Z,8Z,11Z,14Z,17Z)-icosa-5,8,11,14,17-pentaenoate
Chemical and physical data
FormulaC22H34O2
Molar mass୩୩୦.୫୧ g·mol−1
3D model (JSmol)
  • CCC=CCC=CCC=CCC=CCC=CCCCC(=O)OCC
  • InChI=1S/C22H34O2/c1-3-5-6-7-8-9-10-11-12-13-14-15-16-17-18-19-20-21-22(23)24-4-2/h5-6,8-9,11-12,14-15,17-18H,3-4,7,10,13,16,19-21H2,1-2H3/b6-5-,9-8-,12-11-,15-14-,18-17- ☒N
  • Key:SSQPWTVBQMWLSZ-AAQCHOMXSA-N ☒N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଯନ୍ତ୍ରଣା, ଫୁଲା, କୋଷ୍ଠକାଠିନ୍ୟ, ଗାଉଟ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ରକ୍ତସ୍ରାବ ହୋଇପାରେ ।[୨] ଏହା ମାଛ ତେଲର ଓମେଗା-୩ ଫ୍ୟାଟି ଏସିଡ୍ ଇକୋସାପେଣ୍ଟେଏନିକ୍ ଏସିଡରୁ (EPA) ତିଆରି । ଏହା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ ନୁହେଁ। [୧]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ ଅନୁମୋଦିତ ହୋଇଥିଲା [୩] [୧] ଏହାର ଏକ ଜେନେରିକ୍ ସଂସ୍କରଣକୁ ଅନୁମୋଦନ କରାଯାଇଛି ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୮୪ ଡଲାର ଖର୍ଚ୍ଚ ହୋଇଥାଏ ।[୫] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ନଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Vazkepa EPAR". European Medicines Agency (EMA). 25 January 2021. Archived from the original on 9 July 2021. Retrieved 7 July 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Vascepa- icosapent ethyl capsule". DailyMed. 23 December 2019. Archived from the original on 5 February 2021. Retrieved 15 January 2020.
  3. ୩.୦ ୩.୧ "Icosapent Ethyl Monograph for Professionals". Drugs.com (in ଇଂରାଜୀ). Archived from the original on 9 March 2021. Retrieved 25 November 2021.
  4. "Icosapent ethyl: FDA-Approved Drugs". U.S. Food and Drug Administration (FDA). Archived from the original on 19 October 2020. Retrieved 15 August 2020.
  5. "Icosapent Ethyl Prices, Coupons & Savings Tips - GoodRx". GoodRx. Retrieved 25 November 2021.
  6. "Icosapent ethyl". SPS - Specialist Pharmacy Service. 21 January 2016. Archived from the original on 11 December 2021. Retrieved 25 November 2021.