ଇଣ୍ତିଆ ଗେଟ
ନୂଆ ଦିଲ୍ଲୀ
ଇଣ୍ଡିଆ ଗେଟ (ମୂଳ ରୂପରେ ଅଖିଳ ଭାରତୀୟ ଯୁଦ୍ଧ ସ୍ମାରକ କୁହାଯାଏ),ନୂଆ ଦିଲ୍ଲୀର ସେରେମୋନିଆଲ ଆକ୍ସିସର ପୂର୍ବ ପଟରେ ଅବସ୍ଥିତ ଥିବା ଏକ ଯୁଧ୍ୟ ସ୍ମାରକ ଅଟେ । ଇଣ୍ଡିଆ ଗେଟ ହେଉଛି ପ୍ରଥମ ବିଶ୍ୱଯୁଦ୍ଧ(୧୯୧୪-୧୯୨୧)ରେ ପ୍ରାଣ ହରାଇ ଥିବା ୮୨୦୦୦ ଭାରତୀୟ ସୈନ୍ୟମାନଙ୍କ ସ୍ମୃତି ।
India Gate | |
---|---|
India | |
Used for those deceased 1914-1921 | |
Established | 10 February 1921 |
Unveiled | 12 February 1931 |
Location | 28°36′46.31″N 77°13′45.5″E / 28.6128639°N 77.229306°E |
Designed by | Edwin Lutyens |