ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି
ଧ୍ୱନିମୂଳକ ସଂକେତକୁ ନେଇ ଗଠିତ ଲିପି ବିଧି
(ଇଣ୍ଟରନ୍ୟାସନାଲ ଫୋନେଟିକ ଆଲଫାବେଟରୁ ଲେଉଟି ଆସିଛି)
ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି (ଇଂରାଜୀ: International Phonetic Alphabet, IPA) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା ।[୧] ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।[୨][୩]
ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ | |
---|---|
ପ୍ରକାର | ଲିପି, ଆଂଶିକଭାବେ ଫିଚରାଲ
|
ଭାଷାସମୂହ | କୌଣସି ଭାଷାର ଉଚ୍ଚାରଣଗତ ଓ ଫୋନିମଗତ ପ୍ରତିଲିପିକରଣ ପାଇଁ ବ୍ୟବହୃତ ହୁଏ |
ସମୟକାଳ | ୧୮୮୮ ମସିହାରୁ |
Parent systems | ରୋମିକ ଲିପି
|
ଦିଗ | Left-to-right |
ISO 15924 | Latn, 215 |
ଇଉନିକୋଡ଼ ଉପନାମ | Latin |
ଅଧିକ ପଠନ
ସମ୍ପାଦନାଆଧାର
ସମ୍ପାଦନା- ↑ International Phonetic Association (IPA), Handbook.
- ↑ MacMahon, Michael K. C. (1996). "Phonetic Notation". In P. T. Daniels and W. Bright (eds.) (ed.). The World's Writing Systems. New York: Oxford University Press. pp. 821–846. ISBN 0-19-507993-0.
{{cite book}}
:|editor=
has generic name (help) - ↑ Wall, Joan (1989). International Phonetic Alphabet for Singers: A Manual for English and Foreign Language Diction. Pst. ISBN 1-877761-50-8.