ଇକବାଲ ଆଜାଦ

ଭାରତୀୟ ଅଭିନେତା

ଇକବାଲ ଅଜାଦ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ କଥାଚିତ୍ର ଓ ଦୂରଦର୍ଶନ ଆଦିରେ କାମ କରନ୍ତି ।[୧] ତାଙ୍କ ଅଭିନୀତ ନାଦାନିଆଁ,[୨] ତେଡ଼ି ମେଡ଼ି ଫ୍ଯାମିଲି[୩][୪] ଏବଂ ବେପାନ୍ନାଃ[୫] ଆଦି ଧାରାବାହିକ ପାଇଁ ସେ ଜାଣଶୁଣା ।

ଇକବାଲ ଆଜାଦ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୪ – ଏବେଯାଏଁ

ସେ ମୁକ୍ତ (୨୦୦୧), ୩୪୦ (୨୦୦୯) ଏବଂ ଇଟ୍ ଇସ୍ ଏ ମ୍ୟାନ୍ ୱାଲ୍ଡ (୨୦୧୦) ଭଳି କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।

ଅଭିନୟ ଜୀବନ ସମ୍ପାଦନା

ଅଭିନୀତ ଦୂରଦର୍ଶନ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୧୯୯୪ ଟି ଟାଇମ୍ ମନୋରଞ୍ଜନ
୧୯୯୫ ତେହକିକାତ୍ ଅଧ୍ୟାୟ ୪୬-୪୭
୧୯୯୮ ୱୋହ ଇନ୍ସପେକ୍ଟର ସିନ୍ଧେ
୧୯୯୯ ଇନ୍ତେଜାର ଔର୍ ସହି
୨୦୦୧ ଛୋଟି ମାଆ... ଏକ ଅନୋଖା ବନ୍ଧନ
୨୦୦୨–୨୦୦୩ କୁଛ୍ ଝୁକି ପଲକେଁ
୨୦୦୪ ହାତୀମ୍ ଗ୍ରାଣ୍ଡ୍ ବିଜିଏର୍
୨୦୦୪–୨୦୦୭ କେସର ପୋଲିସ କମିଶନର୍ ଅର୍ଜୁନ ଗିଲ୍
୨୦୦୪–୨୦୦୫ ସ୍ପେଶିଆଲ୍ ସ୍କାର୍ଡ଼ ଅବ୍ବାସ "ବକ୍ସର" ଅଲୀ
୨୦୦୫–୨୦୦୭ ସିନ୍ଦୂର ତେରେ ନାମ କା ରାଜନ
୨୦୦୬ ଏଫ୍.ଆଇ.ଆର୍. ହନୁମାନ ପ୍ରସାଦ ପାଣ୍ଡେ ୨ଟି ଅଧ୍ୟାୟ
୨୦୦୮–୨୦୧୦ କଭି ସାସ୍ କଭି ବହୂ ବିରେନ୍ଦ୍ର "ବୀରୁ" ଅୱସ୍ତି
୨୦୧୦ ନହ୍ନି ସି ମେରି ଲାଡ଼ଲି
୨୦୧୧ ସୂର୍ଯ୍ୟ: ଦି ସୁପର୍ କପ୍
୨୦୧୩ ଘର ଆଜା ପଡ଼ୋଶୀ ମାଧବ ମିଶ୍ର [୬]
ନାଦାନିଆଁ ନମନ୍ "ନନ୍ଦୁ" ବର୍ମା [୭]
୨୦୧୪ ଅଦାଲତ ଆଡଭୋକେଟ୍ ମନୋଜ କୁମାର ୬ଟି ଅଧ୍ୟାୟ
୨୦୧୫ ତେରେ ଶେହେର୍ ମେଁ ହରି ଭରଦ୍ୱାଜ
ତେଡ଼ି ମେଡ଼ି ଫ୍ୟାମିଲି ବିବେକ ଖୁରାନା [୮] [୯]
୨୦୧୭–୨୦୧୮ ବାଣୀ ରାଣୀ ଅଜୟ କୁମାର ଅଗ୍ନିହୋତ୍ରୀ [୧୦]
୨୦୧୮ ବେପନ୍ନାଃ ୱାସୀମ୍ ସିଦ୍ଦିକି
୨୦୨୦ ଲାଲ୍ ଇସ୍କ ଅଧ୍ୟାୟ ୨୦୯: ଗୃହ ପ୍ରବେଶ
ପିଞ୍ଜରା ଖୁବସୁରତି କା ଅଖିଳେଶ ଦୁବେ
୨୦୨୧–୨୦୨୨ ବିଦ୍ରୋହୀ ଚରଣ ପଟ୍ଟନାୟକ [୧୧]
୨୦୨୨–୨୦୨୩ ଶେର୍‌ଦିଲ୍ ଶେର୍‌ଗିଲ୍ ଅଜିତ ଶେର୍ଗିଲ୍
୨୦୨୩ ବାଗିନ୍

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୧ ମୁକ୍ତ
୨୦୦୯ ୩୪୦ ବୁର୍ଜି
୨୦୧୦ ଇଟ୍ ଇଜ୍ ଏ ମ୍ୟାନ୍ସ ୱାଲ୍ଡ ଅତିଥି କଳାକାର

ଆଧାର ସମ୍ପାଦନା

  1. "SBS Originals: TV actor Iqbal Azad is a fitness freak". ABP News Live. 5 September 2018. Retrieved 11 June 2020.
  2. "Nadaniyaan: Show Launch". The Times of India. 23 October 2013. Retrieved 8 June 2020.
  3. "Big Magic's Hindi adaptation of 'The Middle' titled 'Tedi Medi Family". The Times of India. 4 June 2015. Retrieved 8 June 2020.
  4. "'Tedi Medi Family', the desi version of 'The Middle', is here". Times of India. 8 June 2015. Retrieved 11 June 2020.
  5. "बंद हुआ जेनिफर विंगेट का शो 'बेपनाह', एक्ट्रेस ने शेयर किया इमोशनल पोस्ट". Patrika (in Hindi). 25 November 2018. Retrieved 11 June 2020.{{cite news}}: CS1 maint: unrecognized language (link)
  6. "Iqbal Azad to replace Abir Goswami in TV show". Zee News. 21 May 2013. Retrieved 10 June 2020.
  7. "Iqbal Azad in 'Naadaaniyaan...'". Business Standard. 3 September 2013. Retrieved 10 June 2020.
  8. "Exclusive: टीवी पर जल्द आ रही है "टेढ़ी मेढ़ी फैमिली"". Patrika (in Hindi). Archived from the original on 11 June 2020. Retrieved 11 June 2020.{{cite news}}: CS1 maint: unrecognized language (link)
  9. "BIG Magic dons a new avatar". The Times of India. 25 June 2015. Retrieved 15 June 2020.
  10. "Iqbal Azad and Sanjay Gandhi cast opposite Tanvi Azmi in Vani Rani". The Times of India. 17 July 2017. Retrieved 11 June 2020.
  11. "Iqbal Azad on playing a villain in Vidrohi". The Tribune. 23 January 2022. Retrieved 24 January 2023.

ବାହାର ଲିଙ୍କ୍ ସମ୍ପାଦନା