ଆୟାଖା ମେଲିଥାଫା

ପର୍ଯ୍ୟାବରଣ କର୍ମୀ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆୟାଖା ମେଲିଥାଫା (ଇଂରାଜୀ ଭାଷାରେ Ayakha Melithafa) ଜଣେ ସତର ବର୍ଷ ବୟସ୍କ ପର୍ଯ୍ୟାବରଣ କର୍ମୀ ଯିଏ ଦକ୍ଷିଣ ଆଫ୍ରିକାର (South African) ଏରେସ୍ଟେ ରିଭର, ପଶ୍ଚିମ କେପ (Eerste River| in the Western Cape) ଅଞ୍ଚଳର ବାସିନ୍ଦା । [୧][୨][୩][୪]

ଶିକ୍ଷା ସମ୍ପାଦନା

ଖାୟେଲିତ୍ସାର (Khayelitsha) ସେଣ୍ଟ୍ର ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି ସଂସ୍ଥାର ମେଲିଥାଫା‌ ଏକ ଛାତ୍ର । [୫]

ଜଳବାୟୁ କାର୍ଯ୍ୟକ୍ରମ ସମ୍ପାଦନା

ମେଲିଥାଫା ତାଙ୍କର ୧୬ ଜଣ ଭାଇ ଭଉଣୀଙ୍କ ମଧ୍ୟରୁ ଗ୍ରେଟା ଥନବର୍ଗ, ଆଲେକଜାଣ୍ଡ୍ରିଆ ଭିଲାସେନର, କାର୍ଲ ସ୍ମିଥ ଓ କାଟାରିନ ଲୋରେଞ୍ଜୋ ସ‌ହିତ ମିଳିତ ଭାବରେ ଶିଶୁ ଅଧିକାର, ମିଳିତ ଜାତିସଂଘ କମିଟିକୁ (United Nations' Committee on the Rights of the Child) ଏକ ଅଭିଯୋଗରେ ଜଳବାୟୁ ସଙ୍କଟ (climate crisis) ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉନଥିବା ଉଲ୍ଲେଖ କରିଥିଲେ । [୬][୭][୮][୯]

ସନ ୨୦୧୦ ସୁଦ୍ଧା କାର୍ବନ ପରିମାଣ ୯୦% କମ୍ କରିବାକୁ ଲକ୍ଷ ରଖିଥିବା ଏକ ଦକ୍ଷିଣ ଆଫ୍ରିକୀୟ ସଂଗଠନ 'ୟୁଲିଡ'ରେ [୧୦] ରିକ୍ରୁଟମେଣ୍ଟ ଅଫିସିଆଲ ଫର ଦି ଆଫ୍ରିକାନ କ୍ଲାଇମେଟ ଆଲିଆନ୍ସ ସଂସ୍ଥାରେ କାମ କରନ୍ତି । [୧]

ବିଶେଷତଃ ଜଳବାୟୁ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱରକୁ ସମ୍ମିଳିତ କରିବାକୁ ମେଲିଥାଫା ସମର୍ଥନ କରନ୍ତି:

"ଦରିଦ୍ର ଜନତା ଓ କଳା ଲୋକମାନେ ଏହି ବିରୋଧାତ୍ମକ ଯାତ୍ରାରେ ଭାଗ ନେବା ନିତାନ୍ତ ଆବଶ୍ୟକ କାରଣ ସେମାନେ ଜଳବାୟୁର ପରିବର୍ତ୍ତନର ଭୟାବ‌ହତା ଅନୁଭବ କରୁଛନ୍ତି । ସେମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ ଓ ଦାବୀ କରି ଶୁଣିବା ପର୍ଯ୍ୟନ୍ତ କ‌ହିବା ଆବଶ୍ୟକ । --- ଆୟାଖା ମେଲିଥାଫା‌[୫]

ଆଧାର ସମ୍ପାଦନା

  1. ୧.୦ ୧.୧ "#ChildrenVsClimateCrisis". childrenvsclimatecrisis.org. Retrieved 2019-09-23.
  2. Sengupta, Somini (2019-09-20). "Meet 8 Youth Protest Leaders". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2019-09-23.
  3. Feni, By Sandisiwe Shoba, Zoë Postman, Thamsanqa Mbovane and Masixole (2019-09-20). "South Africans come out in support of #ClimateStrike". GroundUp News (in ଇଂରାଜୀ). Retrieved 2019-09-23.{{cite web}}: CS1 maint: multiple names: authors list (link)
  4. Singh, Maanvi; Oliver, Mark; Siddique, Haroon; Zhou, and Naaman; Giuffrida, Angela; Willsher, Kim; Burke, Jason (2019-09-21). "Global climate strike: Greta Thunberg and school students lead climate crisis protest – as it happened". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2019-09-23.
  5. ୫.୦ ୫.୧ Knight, Tessa. "OUR BURNING PLANET: Cape Town teen climate activist Ayakha Melithafa takes drought to the UN". Daily Maverick (in ଇଂରାଜୀ). Retrieved 2020-01-05.
  6. "16 Young People File UN Human Rights Complaint on Climate Change". Earthjustice (in ଇଂରାଜୀ). 2019-09-23. Retrieved 2019-09-23.
  7. "'We Want to Show Them We Are Serious': 16 Youth Activists File Suit Against Major Nations for Failing to Act on Climate Crisis". Common Dreams (in ଇଂରାଜୀ). Retrieved 2019-09-23.
  8. Goldhill, Olivia. "While global leaders messed around, Greta Thunberg and 15 kids got down to business". Quartz (in ଇଂରାଜୀ). Retrieved 2019-09-23.
  9. Hausfeld (2019-09-23). "16 Young People File UN Human Rights Complaint on Climate Change". GlobeNewswire News Room. Retrieved 2019-09-23.
  10. 2030. "About - Project 90 By 2030" (in ଆମେରିକୀୟ ଇଂରାଜୀ). Retrieved 2019-09-23. {{cite web}}: |last= has numeric name (help)