ଆହୋମ ଭାଷା ଏକ ପ୍ରକାର ଅବଲୁପ୍ତ ଅବସ୍ଥାକୁ ଆସିଯାଇଥିବା "ଟାଇ" ଭାଷା । ଏହା ଏକଦା ବ୍ରହ୍ମପୁତ୍ର ନଦୀ ଉପତ୍ୟକା ଅଞ୍ଚଳ ତଥା ବର୍ତ୍ତମାନର ଆସାମ ଅଞ୍ଚଳକୁ ଶାସନ କରୁଥିବା ଆହୋମ ଜାତୀୟ ଲୋକ ମାନଙ୍କ କଥିତ ଭାଷା ଥିଲା । ଏହି ଭାଷାକୁ ଦକ୍ଷିଣ ପଶ୍ଚିମ ଟାଇ ବାସାର ଏକ ଉପବିଭାଗ ଭାବରେ ନିଆ ଯାଇଥାଏ ଓ ଏହି ଭାଷାର ଶାଣ  , ଖାମତି ପରି ସେହି ଅଞ୍ଚଳର ଅନନ୍ୟ ଭାଷା ସହ ସାମଞ୍ଜସ୍ଯ ରହିଛି । ପୁରା କାଳରେ ଆହୋମର ଶାସକମାନେ ଅଧିକ ଅସମୀୟ ଅଞ୍ଚଳ ଅଧିଗ୍ରହଣ କରିବା ସହ କାଳକ୍ରମେ ଇଣ୍ଡୋ- ଆର୍ଜନ ଭାଷାଗୁଡ଼ିକ ଆହୋମ ଭାଷାର ସ୍ଥାନ ଗ୍ରହଣ କରିବାକୁ ଲାଗିଥିଲା । ଉନବିଂଶ ଶତାବ୍ଦୀରେ ଏହି ପ୍ରକ୍ରିୟା ସମପୁରଣତା ଅବସ୍ଥାକୁ ଆସିଯାଇଥିଲା । 2000 ମସିହା ସୁଦ୍ଧା ଆହୋମ ଭାଷା କେବଳ ସେ ଅଞ୍ଚଳର 200 ଜଣ ଆହୋମ ଧର୍ମ ଯଜାକଙ୍କୁ ଜଣା ଥିଲା ଓ ଏହାକୁ ସେମାନେ କେବଳ ଧର୍ମାନୁଷ୍ଠାନ ସମୟରେ ଉତ୍ଛାରଣ କରୁଥିଲେ । 

Ahom
Native toଭାରତ
ଅଞ୍ଚଳଆସାମ
ଜାତିସତ୍ତାAhom people
ବିଲୁପ୍ତ(date missing)[୧]
used in religious chants and literary materials
Tai–Kadai
Ahom script
ଭାଷା କୋଡ୍
ISO ୬୩୯-୩aho
ଗ୍ଲୋଟୋଲୋଗahom1240

ଯଦିଓ ଏହି ଭାଷା ପ୍ରଚାଳନରେ ନାହିଁ, ତାକୁ ତାକୁ 1795 ମସିହାର କଥିତ ହାସ ହିସାବରେ ବ9ଇଭିନ୍ନ ଗବେଷଣାର ରହିଥାଏ । ଏହାର ଲିପି ମଧ୍ୟ ଏବେ ରହିଛି । 

ଭାଷାର ଗୁଣ  ସମ୍ପାଦନା

ଦକ୍ଷିଣ ପଶ୍ଚିମ ଟୈ ଭାଷା ଶ୍ରେଣୀ ବିଭାଗରେ ଏହା ରହିଛି ଓ ତାହାର ସ୍ୱତନ୍ତ୍ର ଲିପି ମଧ୍ୟ ରହିଛି । ଏହି ଲିପିର ଶୈଳୀ ମୋନ-ଖାମର ଓ ଆଣ୍ଡୋ -ଅର୍ଜୟନ ଲିପିଠାରୁ ସ୍ୱାତନ୍ତ୍ରତା ରଖିଥାଏ 

  • ଏଥିରେ ବାସ୍ତବିକ ଭାର୍ବ ଧାରା ଥାଏ  [୨][୩]
  • ସ୍ୱରବର୍ଣ  [୨][୩][୪]
  • ଏକକ ମୂଳ  [୨][୩][୪][୫]
  • Each syllable is tonal, and begins with a consonant or consonant cluster. A vowel or diphthong follows. A final consonant may be added, but is not necessary.[୫]
  • Lack of inflection [୨][୪]
  • Analytic syntax [୩]

[୫]

ପୁନଶ୍ଚ ଦେଖଣା  ସମ୍ପାଦନା

  • Ahom alphabet
  • Ahom people
  • Ahom Kingdom
  • All Tai Ahom Students Union

ଆଧାର  ସମ୍ପାଦନା

  1. Ahom at Ethnologue (18th ed., 2015)
  2. ୨.୦ ୨.୧ ୨.୨ ୨.୩ Diller, A. (1993).
  3. ୩.୦ ୩.୧ ୩.୨ ୩.୩ Blake, B. J. (1994).
  4. ୪.୦ ୪.୧ ୪.୨ French, M. A. (1994).
  5. ୫.୦ ୫.୧ ୫.୨ Hongladarom, K. (2005).

ବାହାର ଲିଙ୍କ  ସମ୍ପାଦନା