ଆସିଲୁ ଯେବେ ତୁ ଯାଆନା ଫେରି

୨୦୧୬ର ଓଡ଼ିଆ କଥାଚିତ୍ର

ଆସିଲୁ ଯେବେ ତୁ ଯାଆନା ଫେରି, ୧୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମା ବିରାଜା ମୁଭିଜ୍‌ ବ୍ୟାନରରେ ନିର୍ମିତ ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରିତୀରଞ୍ଜନ ସାହୁ ଏବଂ ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ବାବୁଦା ଓ ଦିପୁନ ।[୧] ଏସ୍. ଚନ୍ଦ୍ରକାନ୍ତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଅରୁଣ ମନ୍ତ୍ରୀ ଗୀତଗୁଡ଼ିକ ରଚନା କରିଥିଲେ ।[୨] ୨୦୧୬ ମସିହା ସେପ୍ଟେମର ୨୩ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।

ଆସିଲୁ ଯେବେ ତୁ ଯାଆନା ଫେରି
ନିର୍ଦ୍ଦେଶକବାବୁଦା, ଦିପୁନ
ପ୍ରଯୋଜକପ୍ରିତୀରଞ୍ଜନ ସାହୁ
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟବାବୁଦା, ଦିପୁନ
କାହାଣୀସୀମାମୟୀ ଗୁରୁବାଳା
କଳାକାରପିଙ୍କି ପ୍ରିୟଦର୍ଶିନୀ, ଦୀପକ ବାରିକ, ପିୟୁସ, କୁନା ତ୍ରିପାଠୀ, ଅସୀତ ପତି
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ
୨୩ ସେପ୍ଟେମ୍ବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟିକା ପିଙ୍କି ପ୍ରିୟଦର୍ଶିନୀ[୩] ଏବଂ ନାୟକ ପୀୟୁଷ[୪] । ଦୀପକ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ପ୍ରମୁଖ ଚଳଚ୍ଚିତ୍ରର ଅନ୍ୟାନ୍ୟ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

  • ପିଙ୍କି ପ୍ରିୟଦର୍ଶିନୀ
  • ପୀୟୁଷ
  • ଦୀପକ
  • କୁନା ତ୍ରିପାଠୀ
  • ଅସୀତ ପତି
  • ଜୀବନ ପଣ୍ଡା
  • ସଲିଲ ମିତ୍ର

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଏସ୍. ଚନ୍ଦ୍ରକାନ୍ତ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍‌ରେ କ୍ୟାରିଅର୍‌ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 25 July 2017. Retrieved 22 July 2017.
  2. "Aasilu Jebe Tu Jaana Pheri". Odia Movie Database. Archived from the original on 20 July 2017. Retrieved 22 July 2017.
  3. "ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Archived from the original on 25 July 2017. Retrieved 22 July 2017.
  4. "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 22 July 2017.

ବାହାର ଆଧାର ସମ୍ପାଦନା