ଆସିଲୁ ଯେବେ ତୁ ଯାଆନା ଫେରି
୨୦୧୬ର ଓଡ଼ିଆ କଥାଚିତ୍ର
ଆସିଲୁ ଯେବେ ତୁ ଯାଆନା ଫେରି, ୧୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମା ବିରାଜା ମୁଭିଜ୍ ବ୍ୟାନରରେ ନିର୍ମିତ ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରିତୀରଞ୍ଜନ ସାହୁ ଏବଂ ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ବାବୁଦା ଓ ଦିପୁନ ।[୧] ଏସ୍. ଚନ୍ଦ୍ରକାନ୍ତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଅରୁଣ ମନ୍ତ୍ରୀ ଗୀତଗୁଡ଼ିକ ରଚନା କରିଥିଲେ ।[୨] ୨୦୧୬ ମସିହା ସେପ୍ଟେମର ୨୩ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।
ଆସିଲୁ ଯେବେ ତୁ ଯାଆନା ଫେରି | |
---|---|
ନିର୍ଦ୍ଦେଶକ | ବାବୁଦା, ଦିପୁନ |
ପ୍ରଯୋଜକ | ପ୍ରିତୀରଞ୍ଜନ ସାହୁ |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | ବାବୁଦା, ଦିପୁନ |
କାହାଣୀ | ସୀମାମୟୀ ଗୁରୁବାଳା |
କଳାକାର | ପିଙ୍କି ପ୍ରିୟଦର୍ଶିନୀ, ଦୀପକ ବାରିକ, ପିୟୁସ, କୁନା ତ୍ରିପାଠୀ, ଅସୀତ ପତି |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ମୁକ୍ତିଲାଭ ତାରିଖ | ୨୩ ସେପ୍ଟେମ୍ବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟିକା ପିଙ୍କି ପ୍ରିୟଦର୍ଶିନୀ[୩] ଏବଂ ନାୟକ ପୀୟୁଷ[୪] । ଦୀପକ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ପ୍ରମୁଖ ଚଳଚ୍ଚିତ୍ରର ଅନ୍ୟାନ୍ୟ ସହକାରୀ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ପିଙ୍କି ପ୍ରିୟଦର୍ଶିନୀ
- ପୀୟୁଷ
- ଦୀପକ
- କୁନା ତ୍ରିପାଠୀ
- ଅସୀତ ପତି
- ଜୀବନ ପଣ୍ଡା
- ସଲିଲ ମିତ୍ର
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଏସ୍. ଚନ୍ଦ୍ରକାନ୍ତ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍ରେ କ୍ୟାରିଅର୍ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 25 July 2017. Retrieved 22 July 2017.
- ↑ "Aasilu Jebe Tu Jaana Pheri". Odia Movie Database. Archived from the original on 20 July 2017. Retrieved 22 July 2017.
- ↑ "ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Archived from the original on 25 July 2017. Retrieved 22 July 2017.
- ↑ "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 22 July 2017.