ଆଶିଙ୍ଗ ଭାଷା
ଭାରତୀୟ ଭାଷା
ଆଶିଙ୍ଗ ବା ଆଶିଂ ଏକ ଅଣ-ଶ୍ରେଣୀଭୁକ୍ତ ସିନୋ-ତିବେତାନ ଭାଷା ଅଟେ । ଏହା ତିବ୍ବତୀୟ ସୀମା ନିକଟରେ ଉତ୍ତର-ପୂର୍ବ ଭାରତର ସିଆଙ୍ଗ ନଦୀର ମୁଖ୍ୟ ଉପର ମୁଣ୍ଡରେ, ଦକ୍ଷିଣରେ ରାମସିଂଠାରୁ ଉତ୍ତରରେ ଟୁଟିଂ ପର୍ଯ୍ୟନ୍ତ କଥିତ ଭାଷା ଅଟେ, ଯାହାକି ବୋଧହୁଏ ତାନି ଶାଖାର ଏକ ଅଂଶ ।[୧] ସବୁଠାରୁ ଜନବହୁଳ ଆଶିଙ୍ଗ ଭାଷାଭାଷୀ ବସ୍ତି ହେଉଛି ପାଙ୍ଗୋ ଓ ବୋମ୍ଡୋ । ଏହା ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ରାଜ୍ୟରେ ପ୍ରଚଳିତ । ଏହି ଭାଷା ବ୍ୟବହର କରୁଥିବା ଜନସଂଖ୍ୟା ୧,୦୦୦ରୁ କମ୍ ଅଟେ । ଏହାର ସଂରକ୍ଷଣ ପାଇଁ ବିଭିନ୍ନ କର୍ମଶାଳା ମାନ ଆୟୋଜନ କରାଯାଉଛି ।[୨][୩]
ଆଶିଙ୍ଗ ଭାଷା | |
---|---|
ଅଞ୍ଚଳ | ଅରୁଣାଚଳ ପ୍ରଦେଶ |
ମାତୃଭାଷୀ | ୧,୦୦୦ରୁ କମ୍[ଆଧାର ଲୋଡ଼ା] |
ସିନୋ-ତିବେତାନ
| |
ଭାଷା କୋଡ୍ | |
ISO ୬୩୯-୩ | – |
adi-ash | |
ଗ୍ଲୋଟୋଲୋଗ | ashi1243 |
ELP |
ଆଧାର
ସମ୍ପାଦନା- ↑ Thurgood, Graham; LaPolla, Randy J. (2016-12-08). The Sino-Tibetan Languages (in ଇଂରାଜୀ). Taylor & Francis. p. 223. ISBN 978-1-315-39949-2.
- ↑ "Itanagar: Workshop on documenting language and culture of Ashing (Adi) community begins at RGU" (in ଆମେରିକୀୟ ଇଂରାଜୀ). 2021-09-13. Retrieved 2024-11-21.
- ↑ author (2021-09-14). "Workshop on documenting Ashing (Adi) language, culture begins at RGU | The Arunachal Times" (in ଆମେରିକୀୟ ଇଂରାଜୀ). Retrieved 2024-11-21.
{{cite web}}
:|last=
has generic name (help)
ବାହାର ଲିଙ୍କ୍
ସମ୍ପାଦନା- Megu, A (2003). Aashing Language Guide. Government of Arunachal Pradesh.
- Awan, Mechek Sampar (2022). Dictionary and Grammar of Ashing: A Moribund Language of Arunachal Pradesh (in ଇଂରାଜୀ). Centre for Endangered Languages, Arunachal Institute of Tribal Studies, Rajiv Gandhi University in collaboration with North Eastern Council & Himalayan Publishers. ISBN 978-81-86393-15-4.
- Driem, George van (2007-01-01). "Endangered Languages of South Asia". pp. 303-341 in Matthias Brenzinger, ed. Handbook of Endangered Languages. Berlin: Mouton de Gruyter.