ଆଶା ରଏ

ଅଥଲେଟିକ ଖେଳାଳି

ଆଶା ରଏ (ଜନ୍ମ ୫ ଜାନୁଆରୀ ୧୯୯୦) ଭାରତୀୟsprinter।ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରନ୍ତି।

ଆଶା ରଏ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1990-01-05) ୫ ଜାନୁଆରୀ ୧୯୯୦ (ବୟସ ୩୪)
ଘନଶ୍ୟାମପୁର, ହୁଗୁଳି, ପଶ୍ଚିମବଙ୍ଗ, ଭାରତ
Sport
କ୍ରୀଡ଼ାTrack and field
Event(s)Sprints
Achievements and titles
Personal best(s)୧୦୦ ମି: ୧୧.୭୨ (Lucknow ୨୦୧୩)
୨୦୦ ମି: ୨୩.୫୯ (ଚେନ୍ନାଇ ୨୦୧୩)
Medal record
Competitor for  ଭାରତ
Women's athletics
Asian Championships
Silver ୨୦୧୩ ପୁନେ ୨୦୦ ମି

ରଏଙ୍କ ଜନ୍ମ ଘନଶ୍ୟାମପୁର ଗ୍ରାମ, ହୁଗୁଳି ଜିଲ୍ଲା ,ପଶ୍ଚିମ ବଙ୍ଗ, ଭାରତରେ ଏବଂ ତାଙ୍କ ଭରଣ ପୋଷଣ ତାଙ୍କ ବାପାମା କରିଥିଲେ, ବାପା ଭୋଳାନାଥ ଜଣେ ପରିବା ବିକାଳୀ, ମା ବୁଲୁ ରଏ ଜଣେ ଗୃହିଣୀ ଏବଂ ସେମାନେ ତିନି ଭାଇ ଓ ଭଉଣୀ ଥିଲେ। [୧]ତାଙ୍କ ବାପାଙ୍କ ଆଦେଶ ଅନୁସାରେ ୨୦୦ ମିଟର ଦୌଡ଼ ପାଇଁ ସେ ଅଥଲେଟିକ ଏବଂ ଟ୍ରେନିଂ କୋଚ ପ୍ରୋବୀର ଚନ୍ଦ୍ରଙ୍କ ପାଖରେ ନେଇଥିଲେ।

ପଶ୍ଚିମବଙ୍ଗ ତରଫରୁ ରଏଙ୍କ ପାଇଁ ପ୍ରଥମେ ୨୦୦୯-୨୦୧୦ରେ ଅଥଲେଟିକ ଖେଳାଳି ହେବା ପାଇଁ ନୋଟିସ ଆସିଥିଲା। ୨୦୧୧ରେ କୋଲକାତାଠାରେ ଅନୁଷ୍ଠିତ ନ୍ୟାସନାଲ ଚମ୍ପିୟାନସିପରେ,ସେ ୧୦୦ମିଟର ପାଇଁ ଗୋଲଡ଼ ମେଡାଲ ଜିତିଥିଲେ,ତାଙ୍କ ସମୟ ଥିଲା୧୧.୮୫ ସେକେଣ୍ଡ,୨୦୦ମିଟର ପାଇଁ, ସିଲଭର ମେଡାଲ ଜିତିଥିଲେ, ତାଙ୍କ ସମୟ ଥିଲା୨୪.୩୬ ସେକେଣ୍ଡ,ତା ପୂର୍ବରୁ ମଧ୍ୟ ୪ × ୧୦୦ ମିଟର ରିଲେରେସରେ ସିଲଭର ଜିତିଥିଲେ।[୧] ୨୦୧୩ ଏସିଆନ ଚମ୍ପିୟାନସିପ, ସେ ୨୦୦ ମିଟରକୁ ୨୩.୭୧ ସେକେଣ୍ଡରେ ଶେଷକରି ବ୍ରୋଞ୍ଚ ମେଡାଲ ଜିତିଥିଲେ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Asha Roy Hailed as India's Fastest Woman". 9 November 2011. Archived from the original on 14 August 2016. Retrieved 14 August 2016.
  2. Sarkar, Dhiman (14 July 2013). "Sprinter Asha Roy gives Singur a reason to cheer". Hindustan Times. Retrieved 14 August 2016.