ଆଶା ରଏ
ଆଶା ରଏ (ଜନ୍ମ ୫ ଜାନୁଆରୀ ୧୯୯୦) ଭାରତୀୟsprinter।ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରନ୍ତି।
ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ଘନଶ୍ୟାମପୁର, ହୁଗୁଳି, ପଶ୍ଚିମବଙ୍ଗ, ଭାରତ | ୫ ଜାନୁଆରୀ ୧୯୯୦||||||||||||||
Sport | |||||||||||||||
କ୍ରୀଡ଼ା | Track and field | ||||||||||||||
Event(s) | Sprints | ||||||||||||||
Achievements and titles | |||||||||||||||
Personal best(s) | ୧୦୦ ମି: ୧୧.୭୨ (Lucknow ୨୦୧୩) ୨୦୦ ମି: ୨୩.୫୯ (ଚେନ୍ନାଇ ୨୦୧୩) | ||||||||||||||
Medal record
|
ରଏଙ୍କ ଜନ୍ମ ଘନଶ୍ୟାମପୁର ଗ୍ରାମ, ହୁଗୁଳି ଜିଲ୍ଲା ,ପଶ୍ଚିମ ବଙ୍ଗ, ଭାରତରେ ଏବଂ ତାଙ୍କ ଭରଣ ପୋଷଣ ତାଙ୍କ ବାପାମା କରିଥିଲେ, ବାପା ଭୋଳାନାଥ ଜଣେ ପରିବା ବିକାଳୀ, ମା ବୁଲୁ ରଏ ଜଣେ ଗୃହିଣୀ ଏବଂ ସେମାନେ ତିନି ଭାଇ ଓ ଭଉଣୀ ଥିଲେ। [୧]ତାଙ୍କ ବାପାଙ୍କ ଆଦେଶ ଅନୁସାରେ ୨୦୦ ମିଟର ଦୌଡ଼ ପାଇଁ ସେ ଅଥଲେଟିକ ଏବଂ ଟ୍ରେନିଂ କୋଚ ପ୍ରୋବୀର ଚନ୍ଦ୍ରଙ୍କ ପାଖରେ ନେଇଥିଲେ।
ପଶ୍ଚିମବଙ୍ଗ ତରଫରୁ ରଏଙ୍କ ପାଇଁ ପ୍ରଥମେ ୨୦୦୯-୨୦୧୦ରେ ଅଥଲେଟିକ ଖେଳାଳି ହେବା ପାଇଁ ନୋଟିସ ଆସିଥିଲା। ୨୦୧୧ରେ କୋଲକାତାଠାରେ ଅନୁଷ୍ଠିତ ନ୍ୟାସନାଲ ଚମ୍ପିୟାନସିପରେ,ସେ ୧୦୦ମିଟର ପାଇଁ ଗୋଲଡ଼ ମେଡାଲ ଜିତିଥିଲେ,ତାଙ୍କ ସମୟ ଥିଲା୧୧.୮୫ ସେକେଣ୍ଡ,୨୦୦ମିଟର ପାଇଁ, ସିଲଭର ମେଡାଲ ଜିତିଥିଲେ, ତାଙ୍କ ସମୟ ଥିଲା୨୪.୩୬ ସେକେଣ୍ଡ,ତା ପୂର୍ବରୁ ମଧ୍ୟ ୪ × ୧୦୦ ମିଟର ରିଲେରେସରେ ସିଲଭର ଜିତିଥିଲେ।[୧] ୨୦୧୩ ଏସିଆନ ଚମ୍ପିୟାନସିପ, ସେ ୨୦୦ ମିଟରକୁ ୨୩.୭୧ ସେକେଣ୍ଡରେ ଶେଷକରି ବ୍ରୋଞ୍ଚ ମେଡାଲ ଜିତିଥିଲେ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Asha Roy Hailed as India's Fastest Woman". 9 November 2011. Archived from the original on 14 August 2016. Retrieved 14 August 2016.
- ↑ Sarkar, Dhiman (14 July 2013). "Sprinter Asha Roy gives Singur a reason to cheer". Hindustan Times. Retrieved 14 August 2016.