ଆଶା ବରଦଳାଇ
ଭାରତୀୟ ଅଭିନେତ୍ରୀ
ଆଶା ବରଦଳାଇ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଅହମିୟା ଭାଷାର କଥାଚିତ୍ର ଜଗତରେ ସକ୍ରିୟ । ସେ ଅନେକ ଅହମିୟା ଚଳଚ୍ଚିତ୍ର ଏବଂ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର କଥାନଡ଼ିରେ ସେ ମାଳତି ଭୂମିକା ପାଇଁ ଜଣାଶୁଣା ।[୧][୨][୩]
ଆଶା ବରଦଳାଇ | |
---|---|
ଜନ୍ମ | ବ୍ରହ୍ମପୁର, ନାଗାଓଁ ଜିଲ୍ଲା, ଆସାମ |
ଶିକ୍ଷା | କଳାରେ ସ୍ନାତକ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୨–ଏବେଯାଏଁ |
ରାଜନୈତିକ ଦଳ | ଭାରତୀୟ ଜନତା ପାର୍ଟି |
ସାଂସ୍କୃତିକ ସଭାପତି, ଭାରତୀୟ ଜନତା ଯୁବ ମୋର୍ଚ୍ଚା | |
Assumed office ୨ ସେପ୍ଟେମ୍ବର ୨୦୨୦ |
ପ୍ରାଥମିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାସେ ଆସାମର ନାଗାଓଁ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାସେ ଆସାମ ରାଜନୀତିରେ ଭାରତୀୟ ଜନତା ପାର୍ଟିରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସାଂସ୍କୃତିକ କମିଟି ଦାୟିତ୍ୱରେ କାର୍ଯ୍ୟ କରୁଛନ୍ତି ।[୪][୫][୬]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ନିର୍ଦ୍ଦେଶକ |
---|---|---|
୨୦୦୪ | ମନତ ବିରିନାର ଜୁଇ | ଅଶୋକ କୁମାର ବିଶାୟା |
୨୦୦୯ | ଜୀବନ ବାଟର ଲୋଗୋରି | ତିମୋଥି ଦାସ ହାଞ୍ଚେ |
୨୦୧୩ | ଦ୍ୱାର | ବିଦ୍ୟୁତ୍ ଚକ୍ରବର୍ତ୍ତୀ |
୨୦୧୫ | କଥାନଡ଼ି | ଭାସ୍କର ହଜାରିକା |
ଦୂରଦର୍ଶନ
ସମ୍ପାଦନା- ଜୁନବାଇ
- ଅନୁରାଗ
- ଉମାଲ ବୁକୁର ଜେଜର କାହିନୀ
- ସାବାଡ଼
- ଜୀବନ୍ ଡଟ୍ କମ୍
- ମୁଖା
- ଅଞ୍ଜଳି
ମଞ୍ଚ ନାଟକ
ସମ୍ପାଦନା- ସିରାଜ
ଆଧାର
ସମ୍ପାଦନା- ↑ "Assamese film 'Kothanodi' is a set of grim tales involving infanticide, witchcraft and possession". Scroll (in ଇଂରାଜୀ). Archived from the original on 17 September 2015. Retrieved 16 September 2015.
- ↑ "And the river flows to tell the tales: Kothanodi". The Hindu (in ଇଂରାଜୀ). Archived from the original on 13 November 2016. Retrieved 25 May 2016.
- ↑ "Asha Bordoloi-website launched". The Telegraph (in ଇଂରାଜୀ). India. Archived from the original on 9 February 2022. Retrieved 14 August 2018.
- ↑ "Assam actor Asha Bordoloi who took part in anti-CAA agitation joins BJP party". The Sentinel (in ଇଂରାଜୀ). Archived from the original on 19 August 2020. Retrieved 18 August 2020.
- ↑ "Actress Asha Bordoloi, Singer Vidyasagar Join BJP". Pratidin Time (in ଇଂରାଜୀ). Retrieved 18 August 2020.
{{cite web}}
: CS1 maint: url-status (link)[permanent dead link] - ↑ "Assam artistes Vidya Sagar, Asha Bordoloi join BJP". News Live (in ଇଂରାଜୀ). Archived from the original on 9 February 2022. Retrieved 18 August 2020.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଶା ବରଦଳାଇ