ଆଲୋଚନା:ସରସ୍ବତୀପୂଜା

  • ଏହି ପ୍ରସଙ୍ଗ ବାବଦରେ ଅନ୍ୟ ଏକ ଲେଖା ଶ୍ରୀପଞ୍ଚମୀ ପୂର୍ବରୁ ରହିଛି । ଗୋଟିଏ ଲେଖାକୁ ଲେଉଟାଇ ଦିଆଯାଇପାରେ । କେଉଁଟିକୁ ଲେଉଟାଯିବ ବା ଦୁଇଟି ଯାକ ରହିବ ମତ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୨୯, ୨୬ ଫେବୁଆରି ୨୦୧୨ (UTC)
ମୋ ମତରେ ସରସ୍ଵତୀ ପୂଜା ରଖିଲେ ଭଲ ହେବ । ଶ୍ରୀପଞ୍ଚମୀ କୁ ଲେଉଟାଇ ଦିଆଯାଉ । -- ଅηsuмaη Talk ୦୭:୧୨, ୨୬ ଫେବୁଆରି ୨୦୧୨ (UTC)
Return to "ସରସ୍ବତୀପୂଜା" page.