ଆଲୋଚନା:ସମ୍ବର
ଏହାର ବୈଜ୍ଞାନିକ ନାମ ହେଲା rusa aristotelis/ rusa equina ଭାଷାକୋଷ ଏ ସମ୍ବନ୍ଧରେ ଲେଖାଟିଏ ଇଂରାଜି ଉଇକିପିଡ଼ିଆରେ ନାହିଁ
ଏହାର ବନାନକୁ ନେଇ ମୋ ମନରେ ସନ୍ଦେହ ରହିଛି। ସମ୍ବର ଲେଖିଲେ ତା’ର ଅର୍ଥ ମସଲା ହୋଇପାରେ। ଭାଷାକୋଷ ଅନୁସାରେ ସମ୍ବର, ଶମ୍ବର ଦୁଇଟିଯାକ ଠିକ୍। ଉତ୍କଳ ପ୍ରସଂଗର ମୂଳ ଲେଖାରେ ସମ୍ବର ଲେଖାଅଛି।
ଦୟାକରି ବିଚାର କରିବେ ଓ ଏହାର ଶ୍ରେଣୀ କରଣ ବି କରିଦେବେ।
- ଇଂରାଜି ଉଇକିପିଡ଼ିଆରେ ସମ୍ବର Sambar (deer) ବାବଦରେ ଲେଖାଟିଏ ଅଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୪୯, ୧୯ ଏପ୍ରିଲ ୨୦୧୨ (UTC)
Start a discussion about ସମ୍ବର
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ସମ୍ବର.