ଆଲୋଚନା:ଭୁବନେଶ୍ୱର ସାର୍ବଜନିକ ପାଠାଗାର

ନାମ ସମ୍ବନ୍ଧୀୟ ସମ୍ପାଦନା

public library ର ଠିକ ଓଡ଼ିଆ ଅନୁବାଦ ସାର୍ବଜନୀକ ପାଠାଗାର ହେବ ନା' ସାର୍ବଜନୀନ ପାଠାଗାର ହେବ ?? ନା' ଅନ୍ୟ କିଛି ଠିକ ହେବ ??--ଶିତିକଣ୍ଠ (ଆଲୋଚନା) ୧୯:୪୫, ୧୧ ଫେବ୍ରୁଆରୀ ୨୦୧୩ (UTC)

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୮୪୪୬ ମତେ ଉଭୟ ଠିକ ହେବ :) --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୦୩, ୧୨ ଫେବ୍ରୁଆରୀ ୨୦୧୩ (UTC)

ଠିକ ଅଛି ।--ଶିତିକଣ୍ଠ (ଆଲୋଚନା) ୧୭:୪୪, ୧୨ ଫେବ୍ରୁଆରୀ ୨୦୧୩ (UTC)

ସର୍ବସାଧାରଣ-ପାଠାଗାର ଶବ୍ଦର ବ୍ୟବହାର କଣ ଠିକ ହେବ ? ପବ୍ଲିକ ଲାଇବ୍ରେରୀପବ୍ଲିକସାଧାରଣ ପୁସ୍ତକାଳୟ --ଶିତିକଣ୍ଠ (ଆଲୋଚନା) ୧୭:୫୯, ୧୨ ଫେବ୍ରୁଆରୀ ୨୦୧୩ (UTC)

Return to "ଭୁବନେଶ୍ୱର ସାର୍ବଜନିକ ପାଠାଗାର" page.