ଆଲୋଚନା:ଭାରତର ନୋବେଲ ପୁରସ୍କାର ବିଜେତା

ପ୍ରସଙ୍ଗର ନାମରେ ଭାରତ ର ନୋବେଲ ପୁରସ୍କାର ବିଜେତା ନା ଭାରତର ନୋବେଲ ପୁରସ୍କାର ଠିକ ହେବ  ? ଶ୍ରେଣୀ:ଓଡିଶା ବିଧାନସଭା ର ବିରୋଧି ଦଳ ନେତା,ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସ ରୁ ମୁଖ୍ୟମନ୍ତ୍ରୀରେ ମଧ୍ୟ ଏଭଳି ବନାନ ଅଛି, ଏବେଠୁ ଧ୍ୟାନ ଦେଲେ ଆଗକୁ ଅଧିକ କାମ ବଢିବନି । --ଆଦିତ୍ୟ ମହାର (ଆଲୋଚନା) ୦୯:୫୯, ୧୪ ଡିସେମ୍ବର ୨୦୧୪ (UTC)

ଭାଇ ମୋ ହିସାବରେ ଆପଣ ଠିକ,ମୋର ଓଡିଆ ଟିକେ ଭୁଲ ହେଇଯାଉଛି ଆପଣ ଦୟାକରି ଭୁଲ ଟି କୁ ଠିକ କରିଦିୟନ୍ତୁ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୦:୪୬, ୧୪ ଡିସେମ୍ବର ୨୦୧୪ (UTC)
Return to "ଭାରତର ନୋବେଲ ପୁରସ୍କାର ବିଜେତା" page.