ଆଲୋଚନା:ପ୍ରମାଣ ଯେ π ଗୋଟିଏ ଅପରିମେୟ ସଂଖ୍ୟା

ଅମୂଳଦ vs ଅପରିମେୟ ସମ୍ପାଦନା

Anshuman2111 ଭାଇ ଆମେ ବୋଧେ "ଅପରିମେୟ" ଶବ୍ଦଟି ପଢିଥିଲେ । 'ଅମୂଳଦ' ଶବ୍ଦଟି ନୂଆ ନୂଆ ଲାଗୁଛି । ଆପଣଙ୍କ ମତରେ କେଉଁଠି ଠିକ ହେବ ଭାବୁଛନ୍ତି ?--ଶିତିକଣ୍ଠ (ଆଲୋଚନା) ୧୯:୨୨, ୨୫ ନଭେମ୍ବର ୨୦୧୪ (UTC)

ଶିତିକଣ୍ଠ ଦାଶ ହ ଭାଇ "ଅପରିମେୟ" ହେବ। କ୍ଷମା କରିବେ।--ବ୍ୟବହାରକାରୀ:anshuman2111
  Done ଉଭୟ ଏକମତ ଥିବାରୁ ନୂଆ ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୪୧, ୧୭ ଡିସେମ୍ବର ୨୦୧୪ (UTC)
Return to "ପ୍ରମାଣ ଯେ π ଗୋଟିଏ ଅପରିମେୟ ସଂଖ୍ୟା" page.