ନାମ ବଦଳ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଅଧିକାଂଶ ଜାଗାରେ ପାକିସ୍ଥାନ ବୋଲି ଲେଖା ଅଛି । ଗୁଗୁଲରେ ଖୋଜିଲେ ପାକିସ୍ଥାନ ୧୭୦୦ ଫଳ ଆସୁଛି ଯେତେବେଳେ କି ପାକିସ୍ତାନ ୩୭୦୦୦ ଦେଖଅଛି । ଏଥିରୁ ଜଣା ପଡୁଛି ଯେ ପାକିସ୍ତାନ ଅଧିକ ବ୍ୟବହାର ହେଉଛି । ଏହାଛଡ଼ା ଦେଖିଲେ ଜଣା ପଡୁଛି ଯେ, ପାକିସ୍ତାନ ହେଉଛି ଗୋଟେ ନାମ ଏହାକୁ ଓଡ଼ିଆରେ ବଦଳାଇବା ଆବଶ୍ୟକ ନୁହେଁ । ମୁଁ ଏହି ପ୍ରସଙ୍ଗ ଏବଂ ଓଡ଼ିଆ ଉଇକିପିଡ଼ିଆରେ ଅନ୍ୟ ଜାଗାରେ ପାକିସ୍ଥାନକୁ ବଦଳାଇ ପାକିସ୍ତାନ କରିବା ପାଇଁ ପ୍ରସ୍ତାବ ଦେଉଛି । ଅନ୍ୟମାନେ ନିଜର ମତ ଦିଅନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୪୯, ୨୧ ଅପ୍ରେଲ ୨୦୧୬ (IST)Reply

ସମର୍ଥନ ସମ୍ପାଦନା

  ସମର୍ଥନ--ନିଜେ ପ୍ରସ୍ତାବ ଦେଇଥିବାରୁ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୪୯, ୨୧ ଅପ୍ରେଲ ୨୦୧୬ (IST)Reply
  ସମର୍ଥନ--ଶିତିକଣ୍ଠ (ଆଲୋଚନା) ୦୧:୨୭, ୨୧ ଅପ୍ରେଲ ୨୦୧୬ (IST)Reply

ବିରୋଧ/ଭିନ୍ନ ମତ ସମ୍ପାଦନା

ଫଳାଫଳ ସମ୍ପାଦନା

   ଭିନ୍ନ ମତ ଆସିନଥିବାରୁ 'ପାକିସ୍ତାନ' ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୫, ୭ ମଇ ୨୦୧୬ (IST)Reply
Return to "ପାକିସ୍ତାନ" page.