ଆଲୋଚନା:ଜ୍ଞାନମଣ୍ଡଳ

ଏହି ଲେଖାଟିର ଇଂରାଜୀ ଲିଙ୍କ ପାଇଁ ଜ୍ଞାନ - Gyan ଲେଖିବା ନା Jnana ଲେଖିବା । 'ବିଜ୍ଞାନ ଦିଗନ୍ତ' ଓ ଅନ୍ୟାନ୍ୟ ବିଜ୍ଞାନ ପତ୍ରିକା Gyana ବନାନ ଅଛି କିନ୍ତୁ 'ଜ୍ଞାନପୀଠ' ପାଇଁ jnana ବନାନ ଅଛି [୧] । ତେବେ କେଉଁଠି ଠିକ ହେବ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୦୨, ୧୩ ଡିସେମ୍ବର ୨୦୧୨ (UTC)

ଓଡ଼ିଆ ପତ୍ରିକା ଗୁଡଡ଼ିକରେ 'Gyana' ବନାନ ଥିଲେ ମୋ ମତରେ, ଇଂରାଜୀ ଲିଙ୍କରେ ସେହି ବନାନ ରଖିବା ଉଚିତ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୪୮, ୧୭ ଡିସେମ୍ବର ୨୦୧୨ (UTC)

ଠିକ ଅଛି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୬:୧୧, ୧୮ ଡିସେମ୍ବର ୨୦୧୨ (UTC)

Return to "ଜ୍ଞାନମଣ୍ଡଳ" page.