ଆଲୋଚନା:ଗୋ ମାହାତ୍ମ୍ୟ

Latest comment: ୫ ବର୍ଷ ପୂର୍ବେ by Bikash Ojha

ଯଦିଓ ଲେଖାଟିର ଶୈଳୀ ଉଇକିପିଡ଼ିଆ ଅନୁପଯୋଗୀ କେବଳ ସେହି କାରଣରୁ ଲେଖାଟି ଲିଭାଇବା ଠିକ ହେବନାହିଁ । ସମ୍ପାଦକ ଜଣକ ନୂଆ କରି ଲେଖୁଥିବାରୁ ଉଇକି ଶୈଳୀସହ ଅଭ୍ୟସ୍ଥ ହେବାକୁ ସୁଯୋଗ ଦେବା ଠିକ ହେବ । ଏହି ପ୍ରସଙ୍ଗକୁ ନିରପେକ୍ଷ ଶୈଳୀରେ ଲେଖିବା ପାଇଁ ତାଙ୍କୁ କିଛି ସମୟ ଆବଶ୍ୟକ । ସେ ପର୍ଯ୍ୟନ୍ତ ଲେଖାଟି ଲିଭାଇନଦେବା ପାଇଁ ଅନୁରୋଧ । ବିକାଶ ଓଝା (ମୋ ଆଲୋଚନା) ୧୧:୨୧, ୨୦ ଅଗଷ୍ଟ ୨୦୧୮ (IST)Reply

Return to "ଗୋ ମାହାତ୍ମ୍ୟ" page.