ଆଲୋଚନା:ଖାରବେଳ

Latest comment: ୫ ବର୍ଷ ପୂର୍ବେ by Praneet Odia

ଖାରବେଳ ବଦଳରେ ଯଦି ସମ୍ରାଟ ଖାରବେଳ ଲେଖା ହୋଇଥାନ୍ତା ତେବେ ବହୁତ ଭଲ ହୁଅନ୍ତା । କାରଣ ଇତିହାସରେ ତାଙ୍କ ପରି ପରାକ୍ରମୀ , ପ୍ରଜାବତ୍ସଳ ତଥା ବିଶାଳ ଭୂଖଣ୍ଡର ଅଧିପତି କୌଣସି ରାଜା ନଥିଲେ । ତାହା ପୁଣି ସେ ଅଳ୍ପ କିଛି ବର୍ଷ (ମାତ୍ର ୧୩ ବର୍ଷ)ରେ କରି ପାରିଥିଲେ । ସେଥି ପାଇଁ ଖାରବେଳ ଜାଗାରେ ସମ୍ରାଟ ଖାରବେଳ ଲେଖାବାକୁ ମୋର ଅନୁରୋଧ ।

ନଚେତ ଖାରବେଳକୁ ସମ୍ରାଟ ଖାରବେଳ ରେ ମିଶେଇବାକୁ ମୋର ଅନୁରୋଧ ।

ଉଇକିପିଡ଼ିଆର ନିୟମାନୁସାରେ କୌଣସି ସମ୍ବୋଧନକୁ ପ୍ରସଙ୍ଗର ଶୀର୍ଷକ ଭାବରେ ବ୍ୟବହାର କରାଯାଇ ପାରିବନାହିଁ । ତେଣୁ ସମ୍ରାଟ ଖାରବେଳ ରହିବାଲେ ଉଇକିପିଡ଼ିଆର ସାଧାରଣ ନୀତିର ଉଲଂଘନ ହେବ । ଯଦି ଆମେ ଖାରବେଳଙ୍କ ସ୍ଥାନରେ ସମ୍ରାଟ ଖାରବେଳେ ଲେଖିବା, ତେବେ ବିଜୁ ପଟ୍ଟନାୟକଙ୍କ ସ୍ଥାନରେ ଭୂମିପୁତ୍ର ବିଜୁ ପଟ୍ଟନାୟକ ଲେଖିବା ଆଉ ଯେଉଁମାନେ ଡକ୍ଟରେଟ ପାଇଛନ୍ତି, ସେଇଠି ମଧ୍ୟ ଡକ୍ଟର କିମ୍ବା ଡାକ୍ତର କିମ୍ବା ଡ. ଆଦି ଲେଖିବାକୁ ହେବ । ଏହିସବୁ ନୀତି ଉଲଂଘନ କରୁଥିବାରୁ ଆମେ ତାକୁ ରଖିପାରିବା ନାହିଁ ।-Praneet Odia (ମୋ ଆଲୋଚନା) ୦୦:୧୯, ୪ ଜାନୁଆରୀ ୨୦୧୯ (IST)Reply
Return to "ଖାରବେଳ" page.