ଆଲୋଚନା:କ୍ୟାଲସିଅମ

ଧାତୁସାର ମାନେ calcium ନୁହେଁ । ଏହା ଖାଦ୍ୟ ଭାବେ ବ୍ୟବହୃତ ଖଣିଜ ଲବଣ ବା minerals ର ଅନ୍ୟ ନାମ ଅଟେ । କ୍ୟାଲ୍‌ସିଅମ ଏହି ଖଣିଜ ଲବଣ ଭିତରୁ ଗୋଟିଏ ଅଟେ । ଇଂରାଜି- en:Dietary mineral --ଶିତିକଣ୍ଠ (ଆଲୋଚନା) ୧୫:୨୫, ୨୮ ଅକ୍ଟୋବର ୨୦୧୩ (UTC)

Return to "କ୍ୟାଲସିଅମ" page.