ଆଲୋଚନା:କାଳିଚରଣ ପଟ୍ଟନାୟକ

ଅନ୍ୟ ଏକ ପ୍ରସଙ୍ଗ ଅଛି https://or.wikipedia.org/s/4bg --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୩୪, ୪ ଜୁନ ୨୦୧୪ (UTC)

ଓ ହୋ! କାଳି କାଳୀର ଫରକ--ଏବେ ଯୋଡ଼ିବାକୁ ହେବ !
କାଳୀଚରଣ ପଟ୍ଟନାୟକ ସହିତ ଯୋଡ଼ି ଦିଆଗଲା। ଏବେ ଏଇ ପୃଷ୍ଠାକୁ ଲିଭାଇ ଦିଆଯାଇପାରେ।
ପୂର୍ବରୁ ଥିବା ପ୍ରସଙ୍ଗ କାଳୀଚରଣ ପଟ୍ଟନାୟକକୁ ଲେଉଟାଇଦିଆଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୪, ୪ ଜୁନ ୨୦୧୪ (UTC)
Return to "କାଳିଚରଣ ପଟ୍ଟନାୟକ" page.