ଆଲୋଚନା:କାଠଚମ୍ପା
ମୃତ୍ୟୁଞ୍ଜୟ ଭାଇ ଓ କମଳାକାନ୍ତ ଭାଇ ଟିକେ ଦେଖିବ କି ବିବିଧ ଭାଷାରେ ନାମ ଅନ୍ତର୍ଗତ ଟେବୁଲ୍ରେ ଅନ୍ୟ ଭାଷା ଗୁଡିକ କାହିଁକି ଆସୁନାହିଁ? ଏଠାରେ ଇଁରାଜୀ ଓ ବର୍ମିଜ୍ ଭାଷା ସହିତ ଅନ୍ୟ କେତୋଟି ଭାରତୀୟ ଭାଷା ମିଶାଇଛି, ହେଲେ ସେ ଗୁଡିକ ଦିଶୁନାହିଁ।
- ଅନ୍ୟ ଭାଷା ଗୁଡ଼ିକ ଦେଖାଯିବା ନିମନ୍ତେ ଆବଶ୍ୟକୀୟ ସଂଶୋଧନ କରାଗଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୫୭, ୧୨ ଏପ୍ରିଲ ୨୦୧୨ (UTC)
Start a discussion about କାଠଚମ୍ପା
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve କାଠଚମ୍ପା.