ଆଲୋଚନା:ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ
(ଆଲୋଚନା:ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ ଲେଉଟି ଆସିଛି)
Infoboxରେ କିଛି ଭୂଲ ଅଛି ଜଣାପଡୁଛି । କୁଳପତି ଓ କୁଳାଧିପତି ଅଦଳ ବଦଳ ହୋଇ ଦେଖାଯାଉଛି ।
ସବୁ ବିଶ୍ଵବିଦ୍ୟାଳୟ ଲେଖାରେ ସେଇ ସମାନ ଅସୁବିଧା https://or.wikipedia.org/s/6e6 --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୨୭, ୩ ମଇ ୨୦୧୪ (UTC)
- ଆପଣଙ୍କ ମତରେ ଏହା କଣ ହେବା ଉଚିତ ବୋଲି ଭାବୁଛନ୍ତି ?--ଶିତିକଣ୍ଠ (ଆଲୋଚନା) ୧୩:୩୬, ୩ ମଇ ୨୦୧୪ (UTC)
- ରାଜ୍ୟପାଳ କୁଳାଧିପତି ଅଟନ୍ତି ଓ ସେ କୁଳପତିଙ୍କୁ ନିଯୁକ୍ତ କରନ୍ତି । ସେହି ହିସାବରେ ଏସ. ସି. ଜମିର ହେବେ କୁଳାଧିପତି ଓ ପ୍ରଫୁଲ୍ଲ କୁମାର ମିଶ୍ର ହେବେ କୁଳପତି । ସମ୍ପାଦନା କରିବା ବେଳେ, ଠିକ ଲେଖାଯାଇଛି ।
|chancellor = ଏସ. ସି. ଜମିର |vice_chancellor = ପ୍ରଫୁଲ୍ଲ କୁମାର ମିଶ୍ର
ତଥ୍ୟପେଟିକୁ ଅନୁବାଦ କରିବା ସମୟରେ ଭୁଲହୋଇଯାଇଛି ବୋଲି ମୋର ଧାରଣା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୫୩, ୫ ମଇ ୨୦୧୪ (UTC)
Start a discussion about ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ.