ଆଲୋଚନା:ଆକାଶ ବିଚିତ୍ରା ୨୦୧୩

ଏଥିରେ କିଛି ଆଧାର ଯୋଡିଲେ ବହୁତ ଭଲ ଲାଗନ୍ତା ।

ମୁଁ ମୂଳ ଲେଖକଙ୍କୁ ଜଣାଇଛି ସେ ସବିଶେଷ ସୂଚନା ଦେବେ । କିଛି ଦିନ ଅପେକ୍ଷା କରିବା ନହେଲେ ନିଜେ ଆଧାର ଖୋଜିବି ।--ଶିତିକଣ୍ଠ (ଆଲୋଚନା) ୧୬:୨୩, ୧୯ ମାର୍ଚ୍ଚ ୨୦୧୩ (UTC)

ଟେବୁଲ ସଜାଡିବା ସମ୍ପାଦନା

ଆକାଶ ବିଚିତ୍ରା ୨୦୧୩#କିଏ କେବେ କାହା ପାଖରେ ସରଣୀରେ ମାର୍ଚ ମାସରେ ଥିବା ତିନୋଟି ଧାଡିକୁ ଗୋଟିଏ ଏକାଠି ରଖାଯାଇପାରିବା କି ? ମାନେ ମାର୍ଚ ପରେ ଯେଉଁ ତିନୋଟି ଖାଲି ବାକ୍ସ ଅଛି ସେସବୁ କେମିତି ହଟିବ ?--ଶିତିକଣ୍ଠ (ଆଲୋଚନା) ୧୧:୦୨, ୨୧ ମାର୍ଚ୍ଚ ୨୦୧୩ (UTC)

Return to "ଆକାଶ ବିଚିତ୍ରା ୨୦୧୩" page.