ଆଲେକଜ୍ୟାଣ୍ଡର

(ଆଲେକ୍‌ଜାଣ୍ଡର୍ ମହାନରୁ ଲେଉଟି ଆସିଛି)

ଆଲେକଜ୍ୟାଣ୍ଡର ତୃତୀୟ ବା ଆଲେକଜ୍ୟାଣ୍ଡର ଦି ଗ୍ରେଟ ପ୍ରାଚୀନ ଗ୍ରୀସର ମାସିଡୋନିଆର ସମ୍ରାଟ ଥିଲେ । ମାତ୍ର ୩୦ ବର୍ଷ ବୟସରେ ସେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଥ୍ରାସିଆନ୍ ବିଦ୍ରିହ ଦେଖାଯାଇଥିଲା । ଏହାକୁ ଦମନ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଗଲା । ସେତେବେଳେକୁ ଫିଲିପ୍ ବାହାରେ ଥିଲେ । ଆଲେକ୍ଜାଣ୍ଡାର ବିଦ୍ରୋହକୁ ଦମନ କରିବା ସହିତ ବିଦ୍ରୋହୀଙ୍କ ଗଡ଼ ଭାବେ ପରିଚିତ ସ୍ଥାନ ଦଖଲ କରି ଏହାକୁ ଆଲେକ୍ଜାଣ୍ଡ୍ରାପଲିସ ନାମରେ ନାମିତ କରିଥିଲେ ।[]

ଆଲେକ୍ଜାଣ୍ଡାର ଦ ଗ୍ରେଟ
ଆଲେକ୍ଜାଣ୍ଡାର ତୃତୀୟ
Basileus of Macedon, Hegemon of the Hellenic League, Shahanshah of Persia, Pharaoh of Egypt, Lord of Asia

Alexander fighting the Persian king Darius III. From Alexander Mosaic, Naples National Archaeological Museum
King of Macedonia
ଶାସନକାଳ 336–323 BC
ପୂର୍ବାଧିକାରୀ Philip II
ଉତ୍ତରାଧିକାରୀ Alexander IV
Philip III
Pharaoh of Egypt
Reign 332–323 BC
Predecessor Darius III
Successor Alexander IV
Philip III
King of Persia
Reign 330–323 BC
Predecessor Darius III
Successor Alexander IV
Philip III
King of Asia
Reign 331–323 BC
Predecessor New office
Successor Alexander IV
Philip III
ଜୀବନସାଥୀ Roxana of Bactria
Stateira II of Persia
Parysatis II of Persia
ସନ୍ତାନସନ୍ତତିଗଣ
Alexander IV
ସମ୍ପୂର୍ଣ୍ଣ ନାମ
Alexander III of Macedon
Dynasty Argead dynasty
ବାପା Philip II of Macedon
ମାଆ Olympias of Epirus
ଜନ୍ମ 20 or 21 July 356 BC
Pella, Macedon
ମୃତ୍ୟ 10 or 11 June 323 BC (aged 32)
Babylon

ପରିବାର

ସମ୍ପାଦନା

ଖ୍ରୀଷ୍ଟପୂର୍ବ ୩୫୬ ଜୁଲାଇ ୨୦ରେ ପେଲାଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ମା' ଥିଲେ ଅଲିମ୍ପିଆସ ଓ ପିତା ଥିଲେ ସମ୍ରାଟ ଫିଲିପ ଦ୍ୱିତୀୟ । ୧୩ ବର୍ଷ ବୟସରେ ସେ ମହାନ ଦାର୍ଶନିକ ଆରିଷ୍ଟୋଟଲଙ୍କଠାରୁ ବିଜ୍ଞାନ, ଦର୍ଶନ ଓ ମେଡିସିନରେ ଶିକ୍ଷାଲାଭ କଲେ ।[]

ସିଂହାସନ ଆରୋହଣ

ସମ୍ପାଦନା

ତାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ପିତା ଫିଲିପଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସେ ସିଂହାସନ ଆରୋହନ କଲେ । ଏକ ସୁଦକ୍ଷ ସୈନ୍ୟବାହିନୀ ଗଠନ କରି ବିଶ୍ୱ ବିଜୟ ଅଭିଯାନ ଆରମ୍ଭ କଲେ । ତାଙ୍କ ସୈନ୍ୟ ବାହିନୀରେ ୩୦ହଜାର ପଦାତିକ ଓ ୫୦୦୦ ଅଶ୍ୱାରୋହୀ ଥିଲେ । ସେମାନଙ୍କ ମଧ୍ୟରେ ଇଞ୍ଜିନିୟର, ବୈଜ୍ଞାନିକ, ସର୍ଭେୟର ଓ ଐତିହାସିକ ଥିଲେ । ପ୍ରଥମ ଦୁଇ ବର୍ଷ ଭିତରେ ସେ ପର୍ସିଆନମାନଙ୍କୁ ପରାସ୍ତ କରି ଏସିଆ ମାଇନରର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳ ଅକ୍ତିଆର କଲେ । ପରେ ସେ ଦକ୍ଷିଣକୁ ଭୂମଧ୍ୟସାଗର ଉପକୂଳ ସମେତ ଗାଜାଇଜିପ୍ଟ ଦଖଲ କଲେ । ସେଠାରେ ସେ ପୂର୍ବକୁ ଟାଇଗ୍ରିସ ନଦୀ ପର୍ଯ୍ୟନ୍ତ ଆସିଥିଲେ । ଖ୍ରୀଷ୍ଟପୂର୍ବ ୩୩୧ରେ ସେ ପୁଣି ପର୍ସିଆନଙ୍କୁ ଉପରେ ଆକ୍ରମଣ କରି ରାଜଧାନୀ ବାବିଲୋନ ଦଖଲ କଲେ । ସିନ୍ଧୁନଦୀ ଅତିକ୍ରମ କରି ସେ ତକ୍ଷଶିଳା ଦଖଲ ପାଇଁ ଚେଷ୍ଟାକଲେ । କିନ୍ତୁ ଭାରତୀୟ ରାଜା ପୁରୁଙ୍କ ସହ ତାଙ୍କର ସଘର୍ଷ ଘଟିଥିଲା । ପରେ ପୁରୁ ଆତ୍ମ ସମର୍ପଣ କରିଥିଲେ । ୮ ବର୍ଷର ଅଭିଯାନ ପରେ ସେ ଏକ ବିଶାଳ ଭୂଖଣ୍ଡର ଅଧିକାରୀ ହୋଇଥିଲେ । ସେ ଜଣେ ସୈନିକ ପ୍ରିୟ ସମ୍ରାଟ ଥିଲେ । ଯୁଦ୍ଧରେ ଆହତ ସୈନିକଙ୍କ ସ୍ୱାସ୍ଥବସ୍ଥା ବ୍ୟକ୍ତିଗତ ଭାବେ ବୁଝୁଥିଲେ । ଚାକଚକ୍ୟ ଓ ଅୟସପୂର୍ଣ୍ଣ ଜୀବନ ବିତାଇବା ସହ ଆଲେକ୍ଜାଣ୍ଡାର ପ୍ରବଳ ମଦପାନ କରୁଥିଲେ । ଏହି କ୍ରୋଧ ପାଇଁ ସେ ତାଙ୍କର ଘନିଷ୍ଠ ସହଯୋଗୀ କ୍ଳାଇଟସଙ୍କୁ ହତ୍ୟା କରିଥିଲେ । ଖ୍ରୀଷ୍ଟପୂର୍ବ ୩୩୨ରେ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ୩୨୩ ଜୁନ ୧୩ରେ ମୃତ୍ୟୁ ଘଟିଥିଲା ।[] [][]

ଆହୁରି ପଢ଼ନ୍ତୁ

ସମ୍ପାଦନା
  • Badian, Ernst (1958). "Alexander the Great and the Unity of Mankind". Historia. 7: 425–444. {{cite journal}}: Invalid |ref=harv (help)
  • Beazley, JD; Ashmole, B. (1932). Greek Sculpture and Painting. Cambridge University Press. {{cite book}}: Invalid |ref=harv (help)
  • Bowra, Maurice (1994). The Greek Experience. Phoenix Books. ISBN 1-85799-122-2. {{cite book}}: Invalid |ref=harv (help)
  • Burn, A.R. (1951). Alexander the Great and the Hellenistic Empire (2 ed.). London: English Universities Press. {{cite book}}: Invalid |ref=harv (help)
  • Curtius. "Curtius Rufus, History of Alexander the Great". penelope.uchicago.edu. Retrieved 16 November 2009. {{cite web}}: Invalid |ref=harv (help) ଛାଞ୍ଚ:La icon
  • Encyclopædia Britannica (1910). Encyclopædia Britannica. Vol. 14. Books.google.ca. Retrieved 29 January 2011.
  • Engels, Donald W. (1978). Alexander the Great and the Logistics of the Macedonian Army. Berkeley: University of California Press. {{cite book}}: Invalid |ref=harv (help)
  • Fawcett, Bill, ed. (2006). How To Lose A Battle: Foolish Plans and Great Military Blunders. Harper. ISBN 0-06-076024-9. {{cite book}}: Invalid |ref=harv (help)
  • Fuller, J.F.C. (1958). The Generalship of Alexander the Great. London: Eyre and Spottiswoode. {{cite book}}: Invalid |ref=harv (help)
  • Green, Peter (1992). Alexander of Macedon: 356–323 B.C. A Historical Biography. University of California Press. ISBN 0-520-07166-2. {{cite book}}: Invalid |ref=harv (help)
  • Greene, Robert (2000). The 48 Laws of Power. Penguin Books. p. 351. ISBN 0-14-028019-7. {{cite book}}: Invalid |ref=harv (help)
  • Hammond, N.G.L. (1994). Alexander the Great: King, Commander, and Statesman (3 ed.). London: Bristol Classical Press. {{cite book}}: Invalid |ref=harv (help)
  • Hammond, N.G.L. (1997). The Genius of Alexander the Great. Chapel Hill: University of North Carolina Press. {{cite book}}: Invalid |ref=harv (help)
  • Hammond, N.G.L. (1989). The Macedonian State: Origins, Institutions, and History. Oxford University Press. ISBN 0-19-814883-6. {{cite book}}: Invalid |ref=harv (help)
  • Justin (1853). "Justin: Epitome of the Philippic History of Pompeius Trogus". forumromanum.org. Retrieved 14 November 2009. {{cite web}}: Invalid |ref=harv (help) Rev. John Selby Watson, translator(ଇଂରାଜୀ)
  • McCrindle, J.W. (1893). The Invasion of India by Alexander the Great as Described by Arrian, Q Curtius, Diodorus, Plutarch, and Justin. Westminster: Archibald Constable and Co. {{cite book}}: Invalid |ref=harv (help)
  • Murphy, James Jerome; Richard A. Katula, Forbes I. Hill, Donovan J. Ochs (2003). A Synoptic History of Classical Rhetoric. Lawrence Erlbaum Associates. p. 17. ISBN 1-880393-35-2. {{cite book}}: Invalid |ref=harv (help)CS1 maint: multiple names: authors list (link)
  • Nandan, Y.; Bhavan, BV (2003). British Death March Under Asiatic Impulse: Epic of Anglo-Indian Tragedy in Afghanistan. Mumbai: Bharatiya Vidya Bhavan. ISBN 81-7276-301-8. {{cite book}}: Invalid |ref=harv (help)
  • O'Brien, John Maxwell (1992). Alexander the Great: The Invisible Enemy. London: Routledge. {{cite book}}: Invalid |ref=harv (help)
  • Pomeroy, S.; Burstein, S.; Dolan, W.; Roberts, J. (1998). Ancient Greece: A Political, Social, and Cultural History. Oxford University Press. ISBN 0-19-509742-4. {{cite book}}: Invalid |ref=harv (help)CS1 maint: multiple names: authors list (link)
  • Roisman, Joseph, ed. (1995). Alexander the Great Ancient and Modern Perspectives. Problems in European Civilization. Lexington, MA.: D.C. Heath. {{cite book}}: Invalid |ref=harv (help)
  • Savill, Agnes (1959). Alexander the Great and His Time (3 ed.). London: Barrie and Rockliff. {{cite book}}: Invalid |ref=harv (help)
  • Singh, Kirpal (2005). Kambojas Through the Ages. p. 134. {{cite book}}: Invalid |ref=harv (help)
  • Stewart, Andrew (1993). Faces of Power: Alexander's Image and Hellenistic Politics. Hellenistic Culture and Society. Vol. 11. Berkeley: University of California Press. {{cite book}}: Invalid |ref=harv (help)
  • Stoneman, Richard (2008). Alexander the Great: A Life in Legend. Yale University Press. ISBN 978-0-300-11203-0. {{cite book}}: Invalid |ref=harv (help)
  • Tarn, W.W. (1948). Alexander the Great. Cambridge: Cambridge University Press. {{cite book}}: Invalid |ref=harv (help)
  • Wheeler, Benjamin Ide (1900). Alexander the Great; the merging of East and West in universal history. New York: G.P. Putnam's sons. {{cite book}}: Invalid |ref=harv (help)
  • Wilcken, Ulrich (1997) [1932]. Alexander the Great. New York: W. W. Norton & Company. ISBN 0-393-00381-7. {{cite book}}: Invalid |ref=harv (help)
  • {{cite book|last=Worthington|first=Ian|title=Alexander the Great: Man And God | publisher=Pearson| isbn=978-1-4058-0162-1 | year=2004 | ref=harv

ବାହାର ତଥ୍ୟ

ସମ୍ପାଦନା