ଆଲିସକିରେନ

ଏହା ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଆଲିସକିରେନ, ବେପାର ନାମ ଟେକ୍ଟର୍ନା ଏବଂ ରସିଲେଜ୍, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଅନ୍ୟାନ୍ୟ ଉତ୍ତମ ଅଧ୍ୟୟନ କରାଯାଇଥିବା ଔଷଧଗୁଡିକ ସାଧାରଣତଃ ଦେବାକୁ ସୁପାରିଶ କରାଯାଏ; ତଥାପି [୨] [୩] ଏହା ପାଟିରେ ଦିଆଯାଏ । [୪]

ଆଲିସକିରେନ
Clinical data
Trade namesTekturna, Rasilez
SynonymsAliskiren hemifumarate
AHFS/Drugs.commonograph
MedlinePlusa607039
data
Pregnancy
category
  • C in first trimester
    D in second and third trimesters
Routes of
administration
By mouth (tablets)
Legal status
Legal status
Pharmacokinetic data
BioavailabilityLow (approximately 2.5%)
MetabolismLiver, CYP3A4-mediated
Elimination half-life24 hours
ExcretionKidney
Identifiers
  • (2S,4S,5S,7S)-5-amino-N-(2-carbamoyl-2,2-dimethylethyl)-4-hydroxy-7-{[4-methoxy-3-(3-methoxypropoxy)phenyl]methyl}-8-methyl-2-(propan-2-yl)nonanamide
ECHA InfoCard100.127.451 Edit this at Wikidata
Chemical and physical data
FormulaC30H53N3O6
Molar mass୫୫୧.୭୭ g·mol−1
3D model (JSmol)
  • O=C(N)C(C)(C)CNC(=O)[C@H](C(C)C)C[C@H](O)[C@@H](N)C[C@@H](C(C)C)Cc1cc(OCCCOC)c(OC)cc1
  • InChI=1S/C30H53N3O6/c1-19(2)22(14-21-10-11-26(38-8)27(15-21)39-13-9-12-37-7)16-24(31)25(34)17-23(20(3)4)28(35)33-18-30(5,6)29(32)36/h10-11,15,19-20,22-25,34H,9,12-14,16-18,31H2,1-8H3,(H2,32,36)(H,33,35)/t22-,23-,24-,25-/m0/s1 ☒N
  • Key:UXOWGYHJODZGMF-QORCZRPOSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, କାଶ, ରାଦ, ଉଚ୍ଚ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ ଆଞ୍ଜିଓଇଡେମା ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୩] ଏହା ଏକ ରେନିନ୍ ଇନହିବିଟର, ଯାହା ଆଞ୍ଜିଓଟେନୋଜିନୋଜେନକୁ ଆଞ୍ଜିଓଟେନସିନ‌ରେ ରୂପାନ୍ତର କରିବାକୁ ରୋକିଥାଏ । [୧] [୪]

୨୦୦୭ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଲିସିରେନ୍ ଅନୁମୋଦିତ ହୋଇଥିଲେ। [୧] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୬] ଯୁକ୍ତରାଜ୍ୟରେ ୪ ସପ୍ତାହ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୨ ଡଲାର ଅଟେ। [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "DailyMed - ALISKIREN- aliskiren hemifumarate tablet, film coated". dailymed.nlm.nih.gov. Archived from the original on 23 March 2021. Retrieved 13 January 2022.
  2. "Towards better patient care: drugs to avoid in 2014". Prescrire International. 23 (150): 161–5. June 2014. PMID 25121155. Archived from the original on 2014-07-14. Retrieved 2021-10-31.
  3. ୩.୦ ୩.୧ ୩.୨ ୩.୩ "Aliskiren Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 14 January 2022.
  4. ୪.୦ ୪.୧ ୪.୨ BNF 81: March-September 2021. BMJ Group and the Pharmaceutical Press. 2021. p. 194. ISBN 978-0857114105.
  5. "Rasilez". Archived from the original on 12 November 2020. Retrieved 13 January 2022.
  6. ୬.୦ ୬.୧ "Aliskiren Prices, Coupons & Savings Tips - GoodRx". GoodRx. Retrieved 14 January 2022.