ଆଲିରୋକୁମାବ

ଏହା ଏକ ଔଷଧ ଯାହା ଉଚ୍ଚ କୋଲେଷ୍ଟ୍ରୋଲର ଚିକିତ୍ସା ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିବା ନିମନ୍ତେ ବ୍ୟବହୃତ ହୁଏ ।

ଆଲିରୋକୁମାବ, ବେପାର ନାମ ପ୍ରଲୁଏଣ୍ଟ, ଏକ ଔଷଧ ଯାହା ଉଚ୍ଚ କୋଲେଷ୍ଟ୍ରୋଲର ଚିକିତ୍ସା ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିବା ନିମନ୍ତେ ବ୍ୟବହୃତ ହୁଏ । [୧] ଏହା ସାଧାରଣତଃ ଏକ ଷ୍ଟାଟିନ୍ ସହିତ ଦିଆଯାଏ ।[୧] ଏହା ଚର୍ମ ତଳେ ଇଞ୍ଜେକସନଦ୍ୱାରା ଦିଆଯାଏ । [୪]

ଆଲିରୋକୁମାବ
Monoclonal antibody
TypeWhole antibody
SourceHuman
TargetProprotein convertase subtilisin/kexin type 9 (PCSK9)
Clinical data
Trade namesPraluent
AHFS/Drugs.commonograph
MedlinePlusa615035
data
Pregnancy
category
Routes of
administration
Subcutaneous
Legal status
Legal status
Chemical and physical data
FormulaC6472H9996N1736O2032S42
Molar mass୧,୪୫,୯୮୩.୮0 g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ପ୍ରବାହ, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଭାସ୍କୁଲାଇଟିସ୍ କିମ୍ବା ଆଞ୍ଜିଓଇଡିମା ସହିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ପ୍ରୋପ୍ରୋଟିନ କନଭର୍ଟେଜ୍ ସବଟିଲିସିନ୍ କେକ୍ସିନ୍ ପ୍ରକାର ୯ (PCSK9) ଇନହିବିଟର ଭାବରେ କାମ କରେ | [୪] [୧]

୨୦୧୫ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଲିରୋକୁମାବ ଅନୁମୋଦିତ ହୋଇଥିଲା ।[୪][୧] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ରେ ୩୪୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୭୦ ଡଲାର ଅଟେ । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Praluent EPAR". European Medicines Agency (EMA). Archived from the original on 8 March 2021. Retrieved 1 April 2021.
  2. "Praluent- alirocumab injection, solution". DailyMed. Archived from the original on 5 November 2021. Retrieved 1 April 2021.
  3. "Therapy for patients with severely high cholesterol". U.S. Food and Drug Administration (FDA). 1 March 2021. Archived from the original on 1 April 2021. Retrieved 1 April 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "DailyMed - PRALUENT- alirocumab injection, solution". dailymed.nlm.nih.gov. Archived from the original on 14 November 2021. Retrieved 13 January 2022.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 221. ISBN 978-0857114105.
  6. "Alirocumab Prices, Coupons & Savings Tips - GoodRx". GoodRx. Retrieved 13 January 2022.