ଆଲିପୁରା ବ୍ରିଟିଶ ଅଧୀନ ଭାରତର ଏକ କରଡା ରାଜ୍ୟ ଥିଲା । ବର୍ତ୍ତମାନ ଏହା ଭାରତୀୟ ରାଜ୍ୟ ମଧ୍ୟ ପ୍ରଦେଶର ଏକ ଜିଲ୍ଲା । [୧]

ଆଲିପୁରା ରାଜ୍ୟ
अलीपुरा रियासत
Princely State of British India
1757–1950
Location of ଆଲିପୁରା
Location of ଆଲିପୁରା
Alipura State in the Imperial Gazetteer of India
History
 •  Established 1757
 •  Independence of India 1950
Area
 •  1931 ୧୮୯ km2 (୭୩ sq mi)
Population
 •  1931 ୧୫,୩୧୬ 
Density ୮୧ /km2  (୨୦୯.୯ /sq mi)
Today part of Madhya Pradesh, India
ଷ୍ଟାମ୍ପ କାଗଜରେ ଆଲିପୁରା ରାଜ୍ୟ  ର ଚିହ୍ନକ .

ଆଲିପୁରାର ବୌଗୋଳିକ ସ୍ଥିତି  25°10′31″N 79°20′08″E / 25.1753400°N 79.3354900°E / 25.1753400; 79.3354900ଏବଂ ଏହାର ଜନସଂଖ୍ୟା 1881ରେ 3,232 ଥିଲା । 

ଇତିହାସ  ସମ୍ପାଦନା

ଏହି ରାଜ୍ୟ 1757ରେ ପାନ୍ନାର ରାଜା ଅମଣ ସିଂହଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ଆଲିପୁରା ନିକଟବରତି ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠନ କରି ପାନାର ସର୍ଦାର ମୁକୁନ୍ଦସିଙ୍ଘଙ୍କ ପୁତ୍ର ଅଚଳ ସିଂହଙ୍କୁ ପ୍ରଦାନ କରିଥିଲେ । ଏହା ବ୍ରିଟିଶ ଅଧୀନ ରାଜୟା ହିସାବରେ 1808 ମସିହାରୁ ରହିଲା ଓ ଏହାକୁ ବୁନ୍ଦେଳଖଣ୍ଡ ଏଜେନ୍ସି ଅଧୀନରେ ରଖାଗଲା । [୨] The principality became a British protectorate in 1808 and was made part of the Bundelkhand Agency of Central India.[୩]


ଏହି ରାଜ୍ୟର ଶେଷ ରାଜା ଏହାକୁ ଭାରତୀୟ ରାଷ୍ଟ୍ରାସଙ୍ଘ ସହିତ 1950ରେ ସମ୍ମିଳିତ କରିଥିଲେ । [୧]

Rulers ସମ୍ପାଦନା

ପଂବାର ବଂଶଜ ରାଜପୁତମାନେ ଏହି ରାଜ୍ୟର ରାଜା ଥିଲେ [୧] ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । .[୪]

ରାଓ ସମୂହ  ସମ୍ପାଦନା

  • 1757 - 1790 Achal Singh (d. 1790)
  • 1790 - 1835 Pratap Singh
  • 1835 - 1840 Pancham Singh
  • 1840 - 1841 Daulat Singh
  • 1841 - 1871 Hindupat Singh (d. 1871)
  • 3 Nov 1871 - 1922 Chhatrapati Singh (b. 1853 - d. 1922)
  • 26 Mar 1922 - Nov 1934 Harpal Singh (b. 1882 - d. 1934) (regent 1919 - 1922)
  • Nov 1934 - 1934 Bhopal Singh Ju Deo
  • 1934 - 15 Aug 1947 Raghuraj Singh Ju Deo (b. 1901 - d. 1987)

ଆଲିପୁରା ମହଲ  ସମ୍ପାଦନା

ଏକ ଅଂଶ 300 ବର୍ଷ ପୁରାତନ ହେଲେ ମଧ୍ୟ ମୁଖ୍ୟ ଅଂଶ 150 ବର୍ଷ ପୁରୁଣା । ଏହାର ପୁନରୁଦ୍ଧାର କରାଯାଇଥିଲା ଓ ତାହାକୁ ଏକ ହେରିଟେଜ ହୋଟେଲ ଭାବେ ବର୍ତ୍ତମାନ ରାଜପରିବାରର ବଂଶଜ ମାନଙ୍କଦ୍ୱାରା ବ୍ୟବହାର ହଉଛି । .[୫]

ପୁନଶ୍ଚ ପଠନ  ସମ୍ପାଦନା

  • Political integration of India

ଆଧାର  ସମ୍ପାଦନା

  1. ୧.୦ ୧.୧ ୧.୨ Alipura Princely State
  2. Sir William Wilson Hunter, The Imperial Gazetteer of India. Trübner & co. London, 1885
  3. "Alipura (Princely State)". Archived from the original on 24 ମଇ 2009. Retrieved 17 ଅପ୍ରେଲ 2010.
  4. Princely States of India A-J
  5. "Tourism in Madhya Pradesh India". Archived from the original on 3 ମାର୍ଚ୍ଚ 2016. Retrieved 27 ନଭେମ୍ବର 2016.

25°10′30″N 79°24′00″E / 25.17500°N 79.40000°E / 25.17500; 79.40000 (capital)