ଆଲଫ୍ରେଡ ପାର୍କ , ଆଲାହାବାଦ
ଆଲଫ୍ରେଡ ପାର୍କ (ବ୍ରିଟିଶ ସମୟରେ , ପରେ ଚନ୍ଦ୍ରଶେଖର ପାର୍କ ନାମରେ ନାମିତ ) , ଏକ ସର୍ବସାଧାରଣ ପାର୍କ , ଯାହା ବ୍ରିଟିଶ ମାନଙ୍କଦ୍ୱାରା 1870 ମସିହାରେ ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଇଲାହାବାଦ [୨][୩]ସହରରେ ନିର୍ମିତ ହେଇଥିଲା । ରାଜପୁତ୍ର ମର୍କ ଆଲଫ୍ରେଡଙ୍କ ଭାରତ ଭ୍ରମଣ ସମୟରେ ଏହି 33 ଏକର ବିଶିଷ୍ଟ ପାର୍କ ନିର୍ମିତ ହେଇଥିଲା । ଏହା ଆଲାହାବାଦର ବୃହତ୍ତମ ପାର୍କ । ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଅଜଡଙ୍କ ନାମ ଅନୁସାରେ ଏହାର ନାମ ସ୍ୱାଧୀନତା ପରେ ଚନ୍ଦ୍ରଶେଖର ପାର୍କ କରାହେଇଥିଲେ ମଧ୍ୟ ଲୋକେ ଏହାକୁ ଆଲଫ୍ରେଡ ପାର୍କ ନାମରେ ଜାଣନ୍ତି ।
Chandrasekhar Azad Park | |
---|---|
Type | Public park |
Location | Georgetown in Allahabad, India |
Coordinates | 25°27′N 80°50′E / 25.450°N 80.833°E |
Area | 133 acres (54 ha)[୧] |
Status | Open all year |
ଇତିହାସ
ସମ୍ପାଦନା1857 ପାଇକ ବିଦର୍ହ ପରେ 1870 ମସିହାରେ ପୁରାତନ କାଣ୍ଟନମେଣ୍ଟ ଅଞ୍ଚଳକୁ ପାର୍କ ଭାବରେ ପରିବର୍ତ୍ତନ କରା ଯାଇଥିଲା ଓ ନୂତନ ଉନ୍ନୟନ କରାଯାଇଥିଲା । .[୨]
ଅବସ୍ଥିତି
ସମ୍ପାଦନାପାର୍କଟି ଜର୍ଜ ଟାଉନ ନିକଟରେ ଅବସ୍ଥିର ଓ ଟାଗୋରଟାଉନ , ସିଭିଲ ଲାଇନ ଓ ଆଲାହାବାଦ ବିଶ୍ୱବିଦ୍ୟାଳୟ ଏହାକୁ ଘ୍ରେୟ ରଖିଛି । ଏହି ସ୍ଥାନର ଅବସ୍ଥିତି N25°27'9",E80°50,51"
Landmarks
ସମ୍ପାଦନାଏହି ପାର୍କ ଏକ ପୁରାତନ ପ୍ରତ୍ନତତ୍ତ୍ୱ ଭାବରେ ଗଣା ଯାଏ । ଏଠାରେ ଆଧୁନିକ ଚନ୍ଦ୍ର ଶେଖର ସ୍ମାରକୀ ସହ ଭିକ୍ଟୋରିଆ ସ୍ମାରକୀ 1905ରେ ସାର ଜେମ୍ସ ଲଟୋଚେ[୪]ଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ନିକଟରେ ଚନ୍ଦ୍ରଶେଖର ଅଜାଦ ଷ୍ଟାଡିୟମ , ମୁଇଜିଅମ ଆଦି ରହିଛି । ଥୋର୍ଣହିଲ୍ଲ ମାଇନେ ସ୍ମାରକୀ ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।[୫][୬]
ଅଧିକ ପଠନ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.nativeplanet.com/allahabad/attractions/alfred-park/
- ↑ ୨.୦ ୨.୧ Jonathan M. Bloom, Sheila Blai (2009). The Grove Encyclopedia of Islamic Art and Architecture, Volume 3. Oxford University Press. p. 57. ISBN 8125013830.
- ↑ "Alfred Park, Allahabad". nativeplanet.com. Retrieved September 13, 2013.
- ↑ Chandra, Ramesh (2004). Cities and towns of India. Commonwealth Publishers. p. 393.
- ↑ http://gigapan.com/gigapans/83948
- ↑ Michell, George (1989). The Penguin Guide to the Monuments of India: Islamic, Rajput, European. Penguin Books. p. 202.
ADA (Allahabad Development Authority)
Google Earth