ଆର. ଭାନୁମତୀ (ଜନ୍ମ ୨୦ ଜୁଲାଇ ୧୯୫୫) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଅଟନ୍ତି । [୧]ସେ ତାମିଲନାଡୁର ଏବଂ ଜଣେ ଷଷ୍ଠ ମହିଳା ଭାରତୀୟ ସୁପ୍ରିମକୋର୍ଟର ବିଚାରପତି ଥିଲେ । [୨]ଏହାପୂର୍ବରୁ ସେ ଝାଡଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତି ତଥା ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] [୪][୫][୬][୭] ସେ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଔରଙ୍ଗାବାଦର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।[୮]

ମାନ୍ୟବର ସୁଶ୍ରୀ ନ୍ୟାୟ

ଆର. ଭାନୁମତୀ

ବିଚାରପତି
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି
Assumed office
୧୩ ଅଗଷ୍ଟ ୨୦୧୪
Nominated byରାଜେନ୍ଦ୍ର ମଲ ଲୋଧା
Appointed byପ୍ରଣବ ମୁଖର୍ଜୀ
ପ୍ରଧାନ ବିଚାରପତି ଝାଡ଼ଖଣ୍ଡ ହାଇକୋର୍ଟ
କାର୍ଯ୍ୟକାଳ
୧୬ ନଭେମ୍ବର ୨୦୧୩ – ୧୩ ଅଗଷ୍ଟ ୨୦୧୪
Appointed byPranab Mukherjee
ପୂର୍ବ ଅଧିକାରୀପ୍ରକାଶ ଚନ୍ଦ୍ର ଟାଟିଆ
ଡ଼ି. ଏନ. ପଟେଲ (କାର୍ଯ୍ୟରତ)
ମାଡ୍ରାସ ହାଇକୋର୍ଟର ବିଚାରପତି
କାର୍ଯ୍ୟକାଳ
୨୦୦୩ – ୧୫ ନଭେମ୍ବର ୨୦୧୩
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-07-20) ୨୦ ଜୁଲାଇ ୧୯୫୫ (ବୟସ ୬୮)

ବୃତ୍ତି ସମ୍ପାଦନା

ଭାନୁମତୀ ତାମିଲନାଡୁ ଉଚ୍ଚ ନ୍ୟାୟିକ ସେବାରେ ୧୯୮୮ରେ ଜିଲ୍ଲା ଜଜ୍ ଭାବରେ ନିଯୁକ୍ତି ହୋଇଥିଲେ ।

ଏପ୍ରିଲ୍ ୨୦୦୩ ରେ, ତାଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବରେ ଉତ୍ତୀନ୍ନ କରାଯାଇଥିଲା । ସେ ଜଲ୍ଲିକଟ୍ଟୁ କିମ୍ବା ଷଣ୍ତ ଆଲିଙ୍ଗନ ଖେଳ ଉପରେ ପ୍ରତିବନ୍ଧକ ଲଗାଇ ଏହି ମାମଲାର ବିଚାର କରିଥିଲେ । [୭][୯]ନଭେମ୍ବର ୨୦୧୩ରେ, ତାଙ୍କୁ ଝାଡଖଣ୍ଡ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେହି ସମୟରେ ସେହି କୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ଅଗଷ୍ଟ ୨୦୧୪ରେ, ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଆର ଏମ ଲୋଡାଙ୍କ ନେତୃତ୍ୱରେ ଥିବା କଲେଜିୟମ ତାଙ୍କ ନାମ ସୁପାରିଶ କରିବା ପରେ ତାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟକୁ ଉନ୍ନୀତ କରାଯାଇଥିଲା । ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଉତ୍ତୀନ୍ନ ହୋଇଥିବା ଦ୍ୱିତୀୟ ମହିଳା ଅଧିବେଶନ ବିଚାରପତି ।

ଆଧାର ସମ୍ପାଦନା

  1. R Banumati, profile
  2. https://timesofindia.indiatimes.com/india/Justice-Banumathi-becomes-1st-woman-SC-judge-from-TN/articleshow/40221484.cms
  3. "New chief justice of Jharkhand HC takes oath". Times of India. 2013-11-16. Archived from the original on 2014-01-06. Retrieved 2014-01-21.
  4. "Madras High Court". Hcmadras.tn.nic.in. Retrieved 2014-01-21.
  5. J. Venkatesan (2013-11-13). "R. Banumathi appointed Jharkhand CJ". The Hindu. Retrieved 2014-01-21.
  6. "Hon'ble The Chief Justice of India & Hon'ble Judges". sci.nic.in. Supreme Court of India. Archived from the original on 24 August 2014. Retrieved 24 August 2014.
  7. ୭.୦ ୭.୧ "R Bhanumati appointed as new chief justice of Jharkhand HC". Press Trust of India. 12 November 2013. Archived from the original on 16 November 2013. Retrieved 24 August 2014.
  8. https://web.archive.org/web/20180822154419/http://www.mnlua.ac.in/Academic.html. Archived from the original on 2018-08-22. {{cite web}}: Missing or empty |title= (help)
  9. "Uday Lalit among four new judges to assume charge in Supreme Court". DNA. Press Trust of India. 13 August 2014. Retrieved 24 August 2014.