ଆରଏମଆରସି, ଭୁବନେଶ୍ୱର


ଆରଏମଆରସି, ଭୁବନେଶ୍ୱର (Regional Medical Research Center, Bhubaneswar) ହେଉଛି ଏକ ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଏକ ଆଧୁନିକ ଅନୁସନ୍ଧାନ ପ୍ରତିଷ୍ଠାନ ଯାହା ଓଡ଼ିଶାର ଭୁବନେଶ୍ୱରରେ ପ୍ରତିଷ୍ଠିତ। ଏହି ଅନୁଷ୍ଠାନଟି ୧୯୮୧ ମସିହାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶା ତଥା ଏହାର ସଂଲଗ୍ନ ରାଜ୍ୟରେ ସ୍ଥାନୀୟ ସଂକ୍ରାମକ ତଥା ଅଣ ସଂକ୍ରାମକ ରୋଗ, ଆଦିବାସୀ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିହୀନତା ହେଉଛି ଅନୁଷ୍ଠାନର ଅନୁସନ୍ଧାନର ମୁଖ୍ୟ ଧ୍ୟାନ କ୍ଷେତ୍ର ।[୧]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2018-03-03. Retrieved 2020-04-18. {{cite web}}: Cite has empty unknown parameter: |1= (help)

ବାହାର ଆଧାର ସମ୍ପାଦନା